୩ ବର୍ଷ ହେଲା R&B PWD ଦ୍ୱାରା କଂଟ୍ରାକଟରିଙ୍ଗ ଲାଇସେନ୍ସ ଥିବା ଲୋକଙ୍କୁ କାମ ଦେଉନାହାନ୍ତି
ବନ୍ଧୁଗାଁ ତା, ୧୩/୨/୨୫, ରାୟଗଡା ଜିଲ୍ଲା ଅନ୍ତର୍ଗତ ଠାରେ ରହିଥିବା ଅନେକ ଛୋଟ ବଡ଼ କାମ କରିଥିବା କଣ୍ଟ୍ରାକ୍ଟମାନଙ୍କ ଠାରେ ଏ କ୍ଳାସ, ବି.କ୍ଳାସ, ଫାଷ୍ଟ, କ୍ଳାସ ଠିକା କାମର ପ୍ରମାଣ ପତ୍ର ଥାଇ ଠିକା କାମ ବା ଆର ଏଣ୍ଡ ବି ଓ ପି.ଡ଼ବୁଲି୍ୟଡ଼ି କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲା ଭିତିକ ଭାବରେ ଅନେକ କାମ ରହିଥାଉଛି କିନ୍ତୁ ଏହି କାର୍ଯ୍ୟାଳୟର କାମକୁ ସ୍ବାଗତ ଯୋଗ୍ୟ ବ୍ୟକ୍ତି ଓ କିଛି ଦଳିୟ ଲୋକ ବା ଲାଇସେନ୍ସ ରହିଥିବା କାମ କରିବାର ଯୋଗ୍ୟ ବ୍ୟକ୍ତିଙ୍କୁ ମାନଙ୍କୁ କାମ ଦିଆଯାଉ ନାହିଁ I ବା ମୋଦୂଆ o ଟାଉନ ର ଟାଉଟରୀ ଓ ଗୁଣ୍ଡା ଗାର୍ଦି କରୁଥିବା ପରି ଲୋକଙ୍କୁ କାମ ଦେଉଛନ୍ତି । ସାଧାରଣ ଲୋକ ପଚାରିଲେ ଏହା ଆମକୁ ଜିଲ୍ଲାପାଳ ଆକାଉଣ୍ଟରୁ ଏହା କାମ ହେଉ ନାହିଁ ଏହା ରାଜ୍ୟ ସରକାରଙ୍କ ଫୋୖଣ୍ଡ ରୁ ଆସୁଛି ଆମୋ ଇଚ୍ଛାରେ ଆମର ପସନ୍ଦ ଲୋକଙ୍କୁ କାମ ଦେବୁ କହୁଛନ୍ତି । ଉକ୍ତ ବିଷୟକୁ ନେଇ ଏହି କାର୍ଯ୍ୟଳୟ ମାନଙ୍କ ଠାରେ ରହିଥିବା କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ୨୦୨୩, ୨୦୨୪ (ଆର.ଟି.ଆଇ )ମାଗିଲେ ଦେଉନାହାନ୍ତି । ୨୦୨୫ ମସିହାରେ ଏବେକୁ ୧୦୦ ରୁ ୧୫୦ ଟି କାମ ବିକି କାଇଲେଣି । କିଛି ଗୁଣ୍ଡା ଓ ଅନ୍ୟ ଦଳିୟ ନେତାମାନେ କାମ ଆରମ୍ଭ କରିସାରିଲେଣି । ରାୟଗଡ଼ା ଜିଲ୍ଲାର, ବୁଦ୍ଧିଜିବୀ, ସେମାନେ ସେବୀ, ବିଭିନ୍ନ ଦଳର ଛାତ୍ର ସଂଗଠନ, ଯୁବକ ସଂଗଠନ, ଚାଷୀ, ମହିଳା ସଂଘ, ଆଦିବାସୀ ଓ ଦଳିତ ସଂଘ, ଶ୍ରମିକ ସଂଗଠନର ଓ ବିଭିନ୍ନ ସେବା ଓ କ୍ରୀଡା ଆନୁଷ୍ଠାନିକ ସଂଘ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। କିମ୍ବା ଟେଣ୍ଡର କରାଗଲେ ସମସ୍ତେ ଟେଣ୍ଡର ରେ ଭାଗନେବେ ଏହା ଦାବି କରୁଛନ୍ତି। PWD division stof ରାୟଗଡ଼ା ଜିଲ୍ଲାର ନିଜର ସହଯୋଗୀ ମାନଙ୍କୁ କାମ ଦେଇ ରଖିଛନ୍ତି। ସାଧାରଣ ଲୋକେ ଏହାକୁ ପ୍ରଶ୍ନ କଲେ ଏହା ତୁମେ ପଚାରିବା ଅଧିକାର ନାହଁ କହୁଛନ୍ତି।ସରକାରୀ ଯୋଜନା ର ଟଙ୍କା ଏହା କ’ଣ ସାଧାରଣ ଲୋକଙ୍କ ଟଙ୍କା ନୁହେଁ କି ? ଏହି ଟଙ୍କାରେ ଅଫିସର ରାଜ ଚଳିବ ନହିଁ। ଏହା ବିରୋଧରେ ସହିଦ୍ ଲକ୍ଷ୍ମଣ ନାୟକ ଯୁବକ ସଂଘର ସଦସ୍ୟ ଓ ରାୟଗଡ଼ା ସିପିଆଇଏମ ଦଳର କର୍ମକର୍ତ୍ତା ମିଶି ରାୟଗଡା ଜିଲ୍ଲାପାଳଙ୍କ ଜରିଆରେ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଆଇନ କାନୁନ କାର୍ଯ୍ୟକର୍ତ୍ତା ଏବଂ ଏକ୍ସସାଇଜ ଓ ଓଡିଶା ରାଜ୍ୟ ସରକାରଙ୍କ ପାଖକୁ ଏହିପତ୍ର ଦ୍ୱାରା ଲିଖିତ ହୋଇଥିବା ବିଷୟ ଉପରେ ଧ୍ୟାନ ଦେଇ ଆମକୁ ନ୍ୟାୟ ଯୋଗାଈ ଦିଆଯିବା ପାଇଁ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମହନ ଚରଣ ମାଝୀ ଓ ମାନ୍ୟବର ଓଡିଶା ସରକାର ଆଇନ କାର୍ଯ୍ୟକଳାପ ସେକ୍ରେଟାରୀ ଓ ଓଡିଶା ଭିଜିଲାନ୍ସ ଭୁବନେଶ୍ୱର କାର୍ଯ୍ୟାଳୟର (ଡ଼ି. ଜ) ଓ ସୁପେରିଣ୍ଠେଇଣ୍ଡେଣ୍ଟ ଅଫ ଭିଜିଲାନ୍ସ ହେଡକ୍ୱାର୍ଟର (ଜୟପୁର କୋରାପୁଟ )R&B,PWD ଡିଭିଜନ ରାୟଗଡା କାର୍ଯ୍ୟାଳୟର ବିରୋଧରେ କାର୍ଯ୍ୟ ଅନୁଷ୍ଠାନ ନେବା ପାଇଁ। ରାୟଗଡା ଜିଲ୍ଲାର ADM ଶ୍ରୀ ନିହାର ରଞ୍ଜନ କହର ମହାଶୟ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ଏହି ଦାବିପତ୍ର ଦେଉଥିବା ସମୟରେ ରାୟଗଡା ଜିଲ୍ଲାର ସିପିଆଇଏମ କର୍ମକର୍ତ୍ତା ରବି ଶୁଣା,ସହିଦ ଲୋଖୋମୋନ ଯୁବକ ସଙ୍ଘ ସଭାପତି ଦୋରା କଣ୍ଡାଗୋରୀ,ମାନସିକତା ମେମ୍ବର କୈଳାସ ମିନିୟାକା, ଆନନ୍ତ ବିଡ଼ିକା, ଶୁନୀଲ ଜାକାକା ପ୍ରମୁଖ ଉପସ୍ଥିତ ରହିଥିଲେ I
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

