ଜୟପାଟଣା ବ୍ଲକ ରେଙ୍ଗାଳପାଲି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହର ଶୁଭ ଉଦଘାଟନ ହୋଇ ଯାଇଛି।ବିଶିଷ୍ଟ ହରିକଥା ସେବକ ପ୍ରବଚକ ଆଶୀର୍ବାଦ ଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଶେଷ ଦେବ ବେହେରା,ସଭାପତି BRCC ଶ୍ରୀ ଟିକେ ଚନ୍ଦ୍ର ମାଝୀ, ବ୍ରଜେନ୍ଦ୍ର କୁମାର ପାଟ୍ଟଯୋଶୀ,ସୁରେନ୍ଦ୍ର ମୋହନ ଯୋଶୀ ବ୍ଲକ ଅଧ୍ୟକ୍ଷ ଥବିର ବାଗ,ଉପାଧ୍ୟକ୍ଷା ଜାହ୍ନବୀ ବାଣୁଆ ଏସଏ ସି,ଅଧ୍ୟକ୍ଷ ଉମାଶଙ୍କର ଦୀପରେଙ୍ଗାଳପାଲି ସରପଞ୍ଚ,ପ୍ରମୁଖ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ..