ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା କ୍ରିକେଟ ସଂଘର ନୂତନ ଦାଇତ୍ୱ ବଣ୍ଟନ

ଜିଲ୍ଲା କ୍ରିକେଟ ସଂଘର ନୂତନ ଦାଇତ୍ୱ ବଣ୍ଟନ

ନବରଙ୍ଗପୁର: (୨୨|୩)(ରବି ନାରାୟଣ ମହାନ୍ତି)ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ନୂତନ ଭାବେ ତିନି ଜଣକୁ ଦାଇତ୍ୱ ବଣ୍ଟନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ଜିଲ୍ଲା କୋଚ ଭାବେ ଜି ଚନ୍ଦ୍ରଶେଖର ରାଜା, ପିଚ୍ କ୍ୟୁରେଟର ଭାବେ ଦୁର୍ଯ୍ୟ ହରିଜନ ସେହିପରି ନବରଙ୍ଗପୁର ଷ୍ଟାଡିୟମ ର ତତ୍ତ୍ୱାବଧାରକ ଭାବେ ଶଶାଙ୍କ ଶେଖର ବେହେରାଙ୍କୁ ମନୋନୀତ କରାଯାଇଛି । ଏ ବାବଦରେ ଶ୍ରୀ ତ୍ରିପାଠୀ ଏକ ଚିଠି କରିଛନ୍ତି । ନୂତନ ଦାଇତ୍ୱ ପାଇବା ପରେ ସମସ୍ତେ ଖୁବ୍ ଉତ୍ସାହିତ ହୋଇଛନ୍ତି ଏବଂ ଜିଲ୍ଲା କ୍ରିକେଟର ଉନ୍ନତି ନିମନ୍ତେ କାମ କରିବେ ସାଥେ ସାଥେ ନୂତନ ପ୍ରତିଭାର ଅନ୍ୱେଷଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ // ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚମ୍ପିଅନ୍‌

Sunil Chandra Nayak

କୁଜଙ୍ଗ ବ୍ଲକର ପଙ୍କପାଳ ଠାରେ ବିକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!