ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସାମ୍ବାଦିକ ବିଜୟ ସହିଶ ଙ୍କ ସ୍ତ୍ରୀ ଗାୟତ୍ରୀ ସିନା ଙ୍କ ୫୧ ବର୍ଷ ରେ ମୃତ୍ୟୁ

ବରିଷ୍ଠ ସାମ୍ବାଦିକ ବିଜୟ ସହିଶ ଙ୍କ ସ୍ତ୍ରୀ ଗାୟତ୍ରୀ ସିନା ଙ୍କ ୫୧ ବର୍ଷ ରେ ମୃତ୍ୟୁ

ନୂଆପଡା ,ନୂଆପଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ବିଜୟ ସହିଶଙ୍କ ସ୍ତ୍ରୀ ଗାୟତ୍ରୀ ସିନା ଙ୍କ ୫୧ ବର୍ଷ ରେ ରାୟପୁର ସ୍ଥିତ ଗୁଡଉଇଲ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ହୋଇଅଛି। ତାଙ୍କ ବିୟୋଗ ରେ ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଗାୟତ୍ରୀ ସିନା ଦୀର୍ଘ ପାଞ୍ଚ ମାସ ଚିକିତ୍ସିତ ହୋଇ ଥିବା ବେଳେ ନଭେମ୍ବର ମାସ ରେ ବ୍ରେନ୍ ଷ୍ଟୋକ ରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ସେଭେନ ହିଲ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥା ରେ ତାଙ୍କ ହାର୍ଡଷ୍ଟ୍ରୋକ ହୋଇଥିଲା। ତାଙ୍କ ଓପନ ହାର୍ଟ ଅସ୍ତ୍ରପ୍ରଚାର କରିଥିଲେ। ଖଡିଆଳ ମିଶନ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା କରିଥିଲେ। ଶେଷ ରେ ଗୁଡଉଇଲ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ହୋଇଅଛି। ଶେଷ ସମୟ ରେ ତାଙ୍କ ସ୍ଵାମୀ, ତିନି ଝିଅ ଏବଂ ଗୋଟିଏ ପୁଅ ଉପସ୍ଥିତ ଥିଲେ। ପର୍ଥାବ ଶରୀର ଖଡିଆଳ ସ୍ଥିତ ଗାନ୍ଧୀନଗର ଠାରେ ତାଙ୍କ ଶେଷ କୃତ୍ୟ ଅନୁଷ୍ଠିତ ହେବ।

ନୂଆପଡା ଜିଲ୍ଲା ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନର୍ଲା ଭାୟା ମ. ରାମପୁର ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ଗୁରୁତର 

Sunil Chandra Nayak

ମହୁମାଛିଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!