ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଭୀର କୂଅ ରୁ ଏକ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

ଗଭୀର କୂଅ ରୁ ଏକ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

ଜୁନାଗଡ଼ (ମ ନି ସ):ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିନା ମାଲ ଗ୍ରାମ ଗାଁ ଭିତରେ ପାଖରେ ଥିବା ଏକ ଗଭୀର ଗାତ ଭିତରେ ରାତି ପ୍ରାୟ 7 ଟା ସମୟରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ମେମ୍ବର୍ ନିଲାମ ବାଗ ଯୋଗାଯୋଗ କରି ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ କୁ ଜଣାଇ ଥିଲେ ଶ୍ରୀ ଅଗ୍ରୱାଲ ଏକଥା ଶୁଣି ତୁରନ୍ତ ଅଗ୍ନିଶମ ବିଭାଗ ଯୋଗାଯୋଗ କରି ଅଗ୍ନିଶମ ବିଭାଗ କର୍ମଚାରୀ ସହ ମିଶି ଘଟଣା ସ୍ଥାନ କୁ ଯାଇ ବଳଦକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଏହି ତାଙ୍କ ମହାନତା କାର୍ଯ୍ୟକୁ ଦେଖି ଅଞ୍ଚଳ ବାସି ଶ୍ରୀ ଅଗ୍ରୱାଲ କୁ ଭୂରି ଭୂରି ପ୍ରଶଂସା କରିବା ସହ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଛି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

 

Related posts

ରାଉରକେଲାରେ ବିଶ୍ଵ ଆଦିବାସୀ ଦିବସ ପାଳିତ

Sunil Chandra Nayak

ବର୍ଷା ଯୋଗୁଁ ଚାରଭାଟି ମାଇନର କେନାଲ ହୁଡା ଭାଙ୍ଗିଲା ,ଚାଷ ଜମି ଜଳ ମଗ୍ନ ,ଜମିରେ ମାଟି ଓ ବ।ଳିଚର ହୋଇଥିବା ଚାଷୀଙ୍କ ଅଭିଯୋଗ 

masiha

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!