ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଧିକ ଟାଣଖରା ହେଉଥିବାରୁ ଅଂଶୁଘାତ ପାଇଁ ସଚେତନ କଲେ ଧୂମାଭଟା ସରପଞ୍ଚ ବନମାଳୀ

ଅଧିକ ଟାଣଖରା ହେଉଥିବାରୁ ଅଂଶୁଘାତ ପାଇଁ ସଚେତନ କଲେ ଧୂମାଭଟା ସରପଞ୍ଚ ବନମାଳୀ 

ଆଜି ଧୁମାଭଟା ଗ୍ରା.ପର ସବ୍ ସେଣ୍ଟର ଠାନେ ସମସ୍ତ ଅଙ୍ଗନୱାଡି କ୍ରମୀ ଓ ଆସା କ୍ରମୀ, ଏନମ୍,Cso, ମାନଙ୍କୁ ନେଇ ଏକ ଜରୁରୀ ବୈଠକ ହୋଇଥିଲା, ଖରା, ବଢିବାରେ ଲାଗିଛି, ଧୁମାଭଟା ଗ୍ରା.ପ. ସମସ୍ତ ଗାଁରେ, ଗାଁରେ ରେ ଅଂଶୁଘାତ, ପାଇଁ ସମସ୍ତ ଲୋକ ମାନଙ୍କୁ ସଚେତନ କରିବାପାଇଁ ନିର୍ଦେଶ ଜାରି କରିଥିଲି, ପାଣିୟଜଳ, ସମସ୍ଯ ଉପରେ ନଜର ଦେବା ପାଇଁ ମଧ୍ଯ କହିଥିଲି ଏବଂ ଘର ଘର ବୁଲି ସମସ୍ତ ଙ୍କୁ ବୁଝାଇବା ଅଧିକ ଖରା ରେ ଘରୁ ନ ବାହାରିପାଇଁ କହିବା ପାଇଁ କହିବେ କ୍ରମୀ ମାନଙ୍କୁ କହିଲୁ ଯେ କୈଣସି କାହାର ଅସୁବିଧା ହେଲେ ସାଙ୍ଗେ ସାଙ୍ଗ ଡାକ୍ତର ପରାର୍ମସ ନେବା ସହିତ ଏମ୍ବୁଲେସ୍ କୁ ମଧ୍ଯ୍ଯ ଯୋଗାଯୋଗ କରିବା ପାଇଁ କହା ହୋଇଥିଲା।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ାର ଆଦିବାସୀ ଆମ୍ବ ଚାଷୀ ଦୁଃସ୍ଥିତିରେ: କେନ୍ଦ୍ର ସମସ୍ୟା ମାନିଲେ, କିନ୍ତୁ ସ୍ପଷ୍ଟ ସମାଧାନ ନାହିଁ

Sunil Chandra Nayak

କ୍ଷେତ୍ରବାସୀ ମାହାରଙ୍କ ବିୟୋଗରେ ଶୋକସଭା 

masiha

୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଆମ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ 

Sunil Chandra Nayak

Leave a Comment

error: Content is protected !!