ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର କିଶୋରନଗର ଅଂଚଳରେ ଦେବାର କଳା କାର୍ଯ୍ଯକ୍ରମ ଅନୁଷ୍ଟିତ 

କଟକ ସଦର କିଶୋରନଗର ଅଂଚଳରେ ଦେବାର କଳା କାର୍ଯ୍ଯକ୍ରମ ଅନୁଷ୍ଟିତ 

କଟକ : କଟକ ସଦର କିଶୋରନଗର ପଞ୍ଚାୟତ ହୁଲିପୁର ଦକ୍ଷତା ବିକାଶ ତାଲିମ କେନ୍ଦ୍ର (ପଟଚିତ୍ର) ଠାରେ କିଶୋରନଗର ଓ ବାରଦା କିଟ୍ କର୍ମଚାରୀଙ୍କ ସହଯୋଗରେ ଆର୍ଟ ଅଫ ଗିଭିଙ୍ଗ (ଏଓଜି) ବା ଦେବାର କଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ,କିସ,କିମସ ପ୍ରତିଷ୍ଠାତା ବରେଣ୍ୟ ଡ଼.ଅଚ୍ୟୁତ ସମାନ୍ତଙ୍କ ଆର୍ଟ ଅଫ୍ ଗିଭିଙ୍ଗ ବାର୍ତ୍ତାକୁ ଅତିଥି ମାନଙ୍କ ମାଧ୍ୟ୍ୟମରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ବେଳେ, ପଟଚିତ୍ର ଛାତ୍ର lଛାତ୍ରୀ ମାନେ ସେମାନଙ୍କ ଦ୍ୱାରା ଅଙ୍କିତ ସୁନ୍ଦର ସୁନ୍ଦର ଚିତ୍ରମାନ ପଦର୍ଶନ କରାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଶୋରନଗର ପୂର୍ବତନ ସରପଞ୍ଚ ଛତ୍ରପତି ସିଂ, ସଂମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ସୀତାରାମ ପଣ୍ଡା, ବିଭୁତି ଭୂଷଣ ଦାସ,ଅନୁଷ୍ଠାନର ପ୍ରଶିକ୍ଷକ ପ୍ରଭାଶ ଚନ୍ଦ୍ର ଚଇନି ମଞ୍ଚାସିନ ଥିବାବେଳେ,ବର୍ଷାରାଣୀ ଚାଟ୍ଟାଜି,ରାଜଶ୍ରୀ ମଲ୍ଲିକ,ମାମାଲି ଭୋଇ,ପୁଷ୍ପାଞ୍ଜଳି ଭୋଇ, ସଂଘମିତ୍ରା ମଲ୍ଲିକ,ସୁଲୋଚନା ମଲ୍ଲିକ,ମାମାଲି ଭୋଇ,ଅନନ୍ୟା ମଲ୍ଲିକ,ଶୁଭସ୍ମିତା ମଲ୍ଲିକ,ଶୁଭଶ୍ରୀ ଭୋଇ,ଝିଲମିଲ ଭୋଇ,ପ୍ରମୋଦିନୀ ଭୋଇ,ରୁନି ଭୋଇ,କାଦମ୍ବିନୀ ଭୋଇ,ସମ୍ବିଧାନି ଭୋଇ,ମମତା ଭୋଇ,ଗାୟତ୍ରୀ ଦାସ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କିଟ୍ କର୍ମଚାରୀ ଦେବକାନ୍ତ ସାହୁ,ରଞ୍ଜନ କୁମାର ବାରିକ,ସତ୍ୟରଞ୍ଜନ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସମାଜରେ ଶିକ୍ଷକଙ୍କ ପ୍ରାସଙ୍ଗିକତା ସର୍ବଦା ଅପରିବର୍ତ୍ତନୀୟ  ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳିତ

Sunil Chandra Nayak

ଥନଟ ସ୍କୁଲ ରେ ଏଫ ଏଲ ଏନ ଶିକ୍ଷକ ଙ୍କୁ ନେଇ ବୈଠକ, ତଦାରଖ କଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

masiha

Rare “Brahma Kamal” Blooms in the Garden of a Senior Educationist Mr.Bijaya Ram Beura.

Sunil Chandra Nayak

Leave a Comment

error: Content is protected !!