ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ବାହନ ଡିଆପଡାରୁ ଆରମ୍ଭ ଗଙ୍ଗାରାମପୁରରେ ଶେଷ

ବିକାଶ ବାହନ ଡିଆପଡାରୁ ଆରମ୍ଭ ଗଙ୍ଗାରାମପୁରରେ ଶେଷ

କେନ୍ଦ୍ରାପଡ଼ା : ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡ଼ିଆପଡ଼ା ପଞ୍ଚାୟତରୁ ଆଜି ପୂର୍ବ ପ୍ରସୁତ ଅନୁଯାୟୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବିକାଶ ବାହନ ରଥ ପହିଲା ଏହି ରଥକୁ ଗ୍ରା:.ପ.ତରଫରୁ   ସ୍ୱାଗତ କରାଯାଇ. ଥିଲା କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସରପଞ୍ଚ ପିଇଓ ଜିଆରଏସ ମହିଳା ମହାସଂଘ ଆଶା ଅଙ୍ଗନୱାଡି ୱାଡସଭ୍ୟ ସଭ୍ୟା କୃଷି ବିଭାଗ ସ୍ଵାସ୍ଥବିଭାଗ ପାନୀୟଜଳ ମିଶନ ବ୍ଲକ ସୋସିଆଲ ଅଡିଟ ୟୁନିଟ ଉପସ୍ଥିତ ହୋଇ ରଥକୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷା ଜୟନ୍ତି ସ୍ୱାଇଁ ବ୍ଲକ ବି.ଡି ଓ ଅଶୋକ ମହାନ୍ତି ଅତିରିକ୍ତ ବିଡିଓ ସନ୍ତୋଷମନ୍ତ୍ରୀ ଜିପି ଓ ରଞ୍ଜିତ ପରିଡା ସିପି ପ୍ରିୟରଞ୍ଜନ ସ୍ୱାଇଁ ବ୍ଲକ ସୋସିଆଲ ଅଡିଟରନଳିନୀକାନ୍ତ ସ୍ୱାଇଁ ଜିଳଦୀବନମିଶର ସଂଯୋଜନ ରବିନ୍ଦ୍ର ସ୍ୱାଇଁ ସରକାରଙ୍କ ବିକାଶ ବାହନ ରଥର ଆଭିମୁଖ୍ୟ ଓ ଲକ୍ଷ୍ୟସଂପର୍କରେ ବିସ୍ତୁତ ଭାବେ ଜନତାଙ୍କୁ ଅବଗତ କରିଥିଲେ।  ସେହିଭଳି ନରସିଂହପୁର ଗଙ୍ଗାରାମ ପୁର ପଞ୍ଚାୟତରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗ୍ର: ପ ତରଫରୁ ସରପଞ୍ଚ ପିଇଓ ଏଡ଼ିଇ ଓ ୱାଡସଭ୍ୟ ସଭ୍ୟା ମହିଳା ମହାସଂଘ୍ ଆଶା ଅଙ୍ଗନ ଓାତି କର୍ମୀ ଗାଁ ସାଥି ବ୍ଳକ ସୋସିଆଲ ଅଡିଟ ୟୁନିଟ ତରଫରୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

 କାର୍ଯ୍ୟକ୍ରମରେ ଉପଧକ୍ଷା ଦୟନ୍ତି ସ୍ୱାଇଁ ବିଡଓ ଅଶୋକ ମହାନ୍ତି ଅତିରିକ୍ତ ବିଡିଓ ସନ୍ତୋଷମନ୍ତ୍ରୀ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର ପ୍ରସନ୍ନ ରାଉତ ସି.ପି ପ୍ରିୟରଞ୍ଜନ ସ୍ୱାଇଁ ଜଳନୀବନମିଶିନର ସଂଯୋଜକ ରବିନ୍ଦ୍ର ସ୍ୱାଇଁ ବ୍ଲକ ସୋରିଆଲ ଅଡିଟର ନଳିନୀକାନ୍ତ ସ୍ୱାଇଁ ଉପସ୍ଥିତ ହୋଇ ସରକାରକ ବିକାଶ ବାହନ ରଥର ଲକ୍ଷ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ବର୍ଦ୍ଧିତ ଭର୍ତ୍ତା ପ୍ରଧାନମନ୍ତ୍ରୀ ଆବାସନୂତନ ରାସନ କାଡ଼ଜର୍ଡ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା।

କେନ୍ଦ୍ରାପଡ଼ା ରୂ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଅକ୍ଷମ ହୋଇ ମଧ୍ୟ ସକ୍ଷମ ଅଟନ୍ତି ଦୁଇ ଭାଇ ଓ ମା ଭିନ୍ନକ୍ଷମ,ଜମି ବନ୍ଧାକରି ଦୋକାନ କରି ପରିବାର ପ୍ରତିପୋଷଣ କରିଛନ୍ତି

Sunil Chandra Nayak

ବନ୍ଧୁଗାଁରେ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!