ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆସୂଆରୋଗ୍ୟ କାମନା ନିମନ୍ତେ ବଣାଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଦୀପଦାନ ଉତ୍ସବ

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆସୂଆରୋଗ୍ୟ କାମନା ନିମନ୍ତେ ବଣାଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଦୀପଦାନ ଉତ୍ସବ

ଓଡିଶାର ଜନମାନସର ନେତା ପୂର୍ଵତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁମ୍ବାଇ ସ୍ଥିତ କୋକିଳାବେନ ଚିକିତ୍ସାଳୟରେ ଅସ୍ତ୍ରପୋଚାର ହୋଇଯାଇଛି , ଏହି ପରିପେଖିରେ ନବୀନ ପଟ୍ଟନାୟକଙ୍କ ଶୀଘ୍ର ଆସୁଆରୋଗ୍ୟ କାମନା ନିମନ୍ତେ ବିଜୁ ଜନତା ଦଳର ନିର୍ଦେଶ କ୍ରମେ ଏବଂ ବିଜୁ ଜନତା ଦଳ ରାଉରକେଲା ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଣାଇଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଯଥାକ୍ରମେ ବଣାଇଁଗଡ ଦେଓଗାଁ ସ୍ଥିତ ବାବା ବାଣେଶ୍ୱର ମନ୍ଦିର, ଲହୁଣୀପଡ଼ା ସ୍ଥିତ ହନୁମାନ ମନ୍ଦିର, କୋଇଡା ସ୍ଥିତ ଜଗନ୍ନାଥ ମନ୍ଦିର, ସ ବଲାଙ୍ଗ ସ୍ଥିତ ଜଗନ୍ନାଥ ମନ୍ଦିର, ଯୋଡ଼ାବନ୍ଦ ସ୍ଥିତ ଜଗନ୍ନାଥ ମନ୍ଦିର, ଜରଡ଼ା ବୁଦେଲବହାଲ ସ୍ଥିତ ଶିବ ମନ୍ଦିରରେ ସାମୁହିକ ଭାବେ ଦୀପଦାନ ଏବଂ ଆଶୁଆରୋଗ୍ୟ ନିମନ୍ତେ ପ୍ରାର୍ଥନା ସଭା ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଣଜିତ କିସାନ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା,ବିରବିଚିତ୍ର ସେନ ନାୟକ, ଅଶୋକ ନାୟକ,ମଞ୍ଜୁଲତା କିସାନ, ଜୁଲିଆଣୀ କାନ୍ଦିର,ରଘୁନାଥ ସାହୁ,ଗୌତମ ବାରିକ, ରସୁଆଲ ଓରାମ, କରୁଣାକର ପାତ୍ର, ବାଣେଶ୍ୱର ସାହୁ, ପ୍ୟାରା ବାର୍ଲା, ଗୁରୁ ସ୍ୱାଇଁ, ଅଜୟ ନାୟକ,ବିନତି ବେହେରା, କେଦାର ମହାନ୍ତ, ଆଲୋକ ପଟେଲ, ଟିଟୁନ ଦାଶ,କୁଳମଣି ପ୍ରଧାନ,ପାର୍ଥସାରଥୀ ମିଶ୍ର, ଦେବରାଜ ସିଂ,ଅଶୋକ ବେହେରା,ସଞ୍ଜୟ ଦାଶ, ଗୋପୀନାଥ ମୁଣ୍ଡାରୀ,ହେମନ୍ତ ମହାକୁଡ଼, ଅଗସ୍ତି ନାୟକ, ସୁକୁମାରୀ ସାହୁ, ସୁରୁଜ ତ୍ରିପାଠୀ,ଚନ୍ଦ୍ରମଣି ସାହୁ, ଲିଙ୍ଗରାଜ ସାହୁ, ଗୋପାଳ ସାହୁ, ଚିନ୍ମୟ ତ୍ରିପାଠୀ, ତାପସ କାଲୋ ପ୍ରମୁଖ ଉପସ୍ଥିତ ହେବା ସହ ବିଭିନ୍ନ ସ୍ଥାନରେ ହେଇଥିବା ପ୍ରାର୍ଥନା ସଭାରେ ଯୋଗଦାନ କରିଥିଲେ. 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଝାଲ ମୁଢ଼ି ପେ ଚର୍ଚ୍ଚା ” ରେ ବିଧାୟକ ଦୁର୍ଗା ଚରଣ ତନ୍ତୀ

୯୭ତମ ଶ୍ରାଦ୍ଧ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଲେ ସାଂସଦ ନବଚରଣ 

masiha

ଉଲ୍ଲେଖନୀୟ ପ୍ରଦର୍ଶନକୁ ସମ୍ମାନ ଜଣାଇ ରାୟଗଡା ଜିଲ୍ଲାକୁ ଆର୍ଥିକ ଅନୁଦାନ ୫ କୋଟି ପ୍ରଦାନ କରିଛନ୍ତି ନୀତିଆୟୋଗ 

masiha

Leave a Comment

error: Content is protected !!