ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁହାଳଡାଙ୍ଗିରୀ ପଞ୍ଚାୟତ ! ରୁଆଁସି – ସୁରିଆଗଡା -ରୁଆଁସି ର କୁମାରସାହି ପୋଲ ବର୍ଷାରେ ଧୋଇଗଲା; ଶିଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

ଗୁହାଳଡାଙ୍ଗିରୀ ପଞ୍ଚାୟତ ! ରୁଆଁସି – ସୁରିଆଗଡା -ରୁଆଁସି ର କୁମାରସାହି ପୋଲ ବର୍ଷାରେ ଧୋଇଗଲା; ଶିଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

 ମୟୂରଭଂଜ – ୩୦/୦୭ — ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୁହାଳଡାଙ୍ଗିରୀ ପଞ୍ଚାୟତର ସୁରିଆଗୋଡ଼ା ଗାଁର କୁମାରସାହି ଦେଇ ଯାଇଥିବା – ସୁରିଆଗଡା- ରୁଆଁସି ମଝିରେ ଥିବା କୁମାରସାହି ପୋଲଟି ଲଗାଣ ବର୍ଷାରେ ଭାସି ଲଗାଣ ବର୍ଷାରେ ଭାଷିଯିବା ଫଳରେ ଅଂଚଳ ବାସୀଙ୍କ ଗମନାଗମନ ପ୍ରଭାବିତ ହୋଇଛି । ଏହି ରାସ୍ତା ଦୈନିକ ଯିବା ଆସିବା କରୁଥିବାବେଳେ ଶହ ଶହ ଲୋକ ସ୍କୁଲ ଛୁଆ,ପରିବହନ ଗାଡ଼ି,ଆମ୍ବୁଲାନ୍ସ ଯିବା ଆସିବା କରିପାରୁନାହିଁ ।ଏଠାରେ ମାସେ ହେଲା ଲାଗି ରହିଥିବା ଲଗାଣବର୍ଷା ଯୋଗୁଁ ପୋଲଟି ସମ୍ପୂର୍ଣ ଭାଙ୍ଗିଯିବା ଫଳ ରେ ଅଞ୍ଚଳବାସୀ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ଏହି ପୋଲ ଭାଙ୍ଗି ମାସେ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପୋଲ ନିର୍ମାଣ ବ୍ୟବସ୍ଥା କରିବାପାଇଁ ସାଧାରଣରେ ଦାବି ହେଉଛି । 

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମାଁଙ୍କୁ ସମ୍ମାନ ଦେଲେ ଆମେ ଆଗେଇବା: ବିଶ୍ୱ ମାତୃ ଦିବସ ରେ ଅତିଥି ଙ୍କ ମତ କନ୍ୟା ସଂଗଠନ ତରଫରୁ ମାତୃ ଦିବସ ପାଳିତ

ପ୍ରତିଭା ପରିବାର ତରଫରୁ ସ୍ବର୍ଗତ ରବିବାରନାରାୟଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ସଭା

masiha

ଚିନ୍ମୟ ଦାସପଟ୍ଟନାୟକ “ନାଟ୍ୟ ଗୌରବ ସମ୍ମାନ” ରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!