ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆଜି କୋକସରା ବ୍ଲକ ଅନ୍ତର୍ଗତ ଧୋବେନ ଚଞ୍ଚରା, ମୁଗୁନା ପଦର, କନ୍ଧପଡ଼ା, ଡୁଡ଼ୁକାଠେଙ୍ଗା, ମହିମା, ଭୂର୍ଷାଗୁଡା, ମହିମା, ଡେଙ୍ଗାଗୁଡ଼ା, ଖଳିଗଡ ଓ ଘଣ୍ଟିଗୁଡା ପହଞ୍ଚି ସ୍ଥାନୀୟ ଜନସାଧାରଣ ଙ୍କୁ ଭେଟି ଗ୍ରାମାଞ୍ଚଳରେ ରହିଥିବା ଗାଁ ସମସ୍ୟା, ଲୋକଙ୍କ ସମସ୍ୟା, ଚାଷି ଙ୍କ ସମସ୍ୟା, ପାନୀୟ ଜଳ,ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଭଳି ପ୍ରମୁଖ ନେଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଘଟଣାସ୍ଥଳ ରୁ ଫୋନ ରେ ଯୋଗାଯୋଗ କରି ଶୀଘ୍ର ସମାଧାନ କରିବାକୁ ପଦକ୍ଷେପ ନେବା ସହ ନିର୍ଦ୍ଦେଶ ଦେଇଥିଲେ।ଭାଜପା ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଯାହା ସମସ୍ୟା, ଅସୁବିଧା ଅଛି ତାହା ନିଶ୍ଚୟ ଭାବେ ମୋହନ ସରକାର ଙ୍କ ସୁଶାଶନ ରେ ସମାଧାନ ହେବ ବୋଳି ଦୃଢ ପ୍ରତିଶ୍ରୁତି ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନର ଆଉ ଏ ସଫଳତା  , ୧୮ ଗୋଟି ପୋଥି ସଂଗୃହୀତ 

masiha

ଜଳ ସଂପଦ ବିଭାଗର କାର୍ଯ୍ୟରତ ଓ ଅବସରପ୍ରାପ୍ତ ୱାର୍କ ଚର୍ଜଡ ୱଜେସ୍ ରେଗୁଲାର କର୍ମଚାରୀଙ୍କ ଜରୁରୀ ବୈଠକ

Sunil Chandra Nayak

୧- ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି ,୨- ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!