ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୁରୁ

ଗୁରୁ

ଉପେନ୍ଦ୍ର କୁମାର ବସ୍ତିଆ

 

ଗୁରୁ କହିଲେ ସମସ୍ତେ ଜାଣନ୍ତି ଗରିଷ୍ଠ।

ଏହାର ମହତ୍ତ୍ଵ ବହୁମୂଲ୍ୟ । ଯେହେତୁ 

ଭଗବାନ ମଧ୍ୟ ଗୁରୁ ବନ୍ଦନା କରିଥାନ୍ତି ।

ଦେବକୀ ପରମା ନନ୍ଦ°

କୃଷ୍ଣ ବନ୍ଦେ ଜଗତ ଗୁରୁ°

ବସୁଦେବ ସୂତ°ଦେବ°

ଯଶୋଦା ନନ୍ଦ ବର୍ଦ୍ଧନ°।

ଭଗବାନ ଆଉ ଗୁରୁ ମୁଦ୍ରାର 

ଦୁଇଟି ପାର୍ଶ୍ବ ।ଭଗବାନ =ଗୁରୁ 

ଗୁରୁ =ଭଗବାନ ।

ତେଣୁ ଆମେ ଗୁରୁଙ୍କୁ ପରମେଶ୍ବର 

ବୋଲି ମାନୁ ।

ଗୁରୁ =”ଗ “ର ଅର୍ଥ ଗତିଦାତା ।

         “ର”ର ଅର୍ଥ ସିଦ୍ଧି ଦାତା ।

ଯେଉଁ ପୁରୁଷ ମନୁଷ୍ୟକୁ ଗତି ମୁକ୍ତି 

କର୍ତ୍ତା ତୁଲ୍ୟ ସିଦ୍ଧି ପ୍ରଦାନ କରି 

ଅଜ୍ଞାନ ରୂପକ ଅନ୍ଧକାର ଦୂରକରି 

ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି 

ସିଏ ହିଁ ଗୁରୁ ପଦବାଚ୍ୟ ।

ଯେଉଁ ବ୍ୟକ୍ତି କାମ ,କ୍ରୋଧ ମୋହ 

ମାୟାକୁ ତ୍ୟକ୍ତ କରି ସର୍ବଦା ନିରାକାର 

ବ୍ରହ୍ମଙ୍କ ଲୟରେ ଥାଏ ସେ ଗୁରୁ ପଦ ବାଚ୍ୟ ।

ରାଉରକେଲା

 

Related posts

କୋକସରା ବ୍ଲକ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ହାଉ ପଳେଇବ

Sunil Chandra Nayak

ବିପଦ ସଂକୁଳ ଅବସ୍ଥାରେ ଚାରବାହାଲ ୟୁ ପି ସ୍କୁଲ ଭଙ୍ଗା ଦଦରା ଘରେ ପାଠ ପଢୁଛନ୍ତି ପ୍ରଥମରୁ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!