ଭବାନୀପାଟଣା:- (ମ.ନି.ସ) ସ୍ଥାନୀୟ ଶମ୍ଭୁ ନଗର ପରା, ଭୋଇଗୁଡ଼ା ସ୍ଥିତ ସିନର୍ଜୀ ଇଣ୍ଟରନେସନାଲ ସ୍କୁଲରେ, ମାତୃ ଦିବସ ଉପଲକ୍ଷେ ସ୍କୁଲର ପ୍ରାଙ୍ଗଣ ରେ ଏକ ପ୍ଲେ ଷ୍ଟେସନ ଉଦ୍ଘାଟିତ ହୋଇ ଯାଇଛି। ଏହି ଉଦ୍ଘାଟନୀ ଉତ୍ସବ ରେ ଭବାନୀପାଟଣା ମୁନିସିପାଲିଟୀ ଅଧ୍ୟକ୍ଷ। ଶ୍ରୀମତୀ ସଂଯୁକ୍ତା ବେହେରା , ଭାଇସ ଚେୟାରମେନ ଶ୍ରୀ ବିଷ୍ଣୁ ପ୍ରଧାନ, ସମ୍ବାଦ ର ମୁଖ୍ୟ ଶ୍ରୀ ଦେବେନ୍ଦ୍ର ବିସି, ଏବଂ ୧୪ ନଂ କାଉନସିଲର ଶ୍ରୀମତୀ ରଞ୍ଜୁକ୍ତା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଥିଲେ। ଏହି ସମାରୋହ ରେ ଡ ଜାହାଙ୍ଗୀର ଖାଁ ,ଚେୟାରମେନ ଏସ ଆଇ ଏସ , ଅବଦୁଲ କାଦିର , ନହିଦ ସୁଲତାନ। ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।
ଭବାନିପାଟଣା ରୁ କ୍ଷୀରୋଦ ମଙ୍ଗରାଜ ଙ୍କ ରିପୋର୍ଟ।