ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲମଣ୍ଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ 

ଆଲମଣ୍ଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ 

ବନ୍ଧୁଗାଁ ତା ୧୫/୧୧/୨୫,ଆଜି ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଠାରେ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା ସର୍ବେ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇବା ପରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତିପ୍ରସ୍ତର କାର୍ଯ୍ୟ ଚାଲିଥିବା କାର୍ଯ୍ୟ ନିକଟଜୁ ନେଇଥିଲେ I ଲଷ୍ମୀପୁର ନିର୍ବାଚନ ବିଧାୟକ ମହୋଦୟ ଙ୍କ ଲୋକାଭିମୁଖୀ କାର୍ଯ୍ୟ କରିବାର ଇଛାଶକ୍ତି ଯୋଗୁଁ ବିଳମ୍ବ ହେଲେ ସୁଦ୍ଧା ଆଜି ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଠାରେ ୩୩. (EMRS) ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଅଛି | ଯାହା ଆସନ୍ତା ଦିନରେ ଅଞ୍ଚଳର ଛାତ୍ର ଛାତ୍ରୀ ନିମନ୍ତେ ଉତ୍ତମ ଶିକ୍ଷା ଲାଭ ପାଇବା ଏବଂ ନିଜର ଭବିଷ୍ୟତ ଗଠନ କରିବା ଦିଗରେ ଯଥେଷ୍ଟ ସହାୟକ ହେବା ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫୬୦ ଛାତ୍ରଛାତ୍ରୀ କେବଳ ଆଦିବାସି ସୂଚିତ ଆଦିବାସି ପିଲାଙ୍କ ପାଇଁ ହୋଉଅଛି ଏହି ବିଦ୍ୟାଳୟ ୩୩ କୋଟି ୫୬ଲକ୍ଷ ୩୩ ହଜାର ୮୮୨ ଟଙ୍କା ଖର୍ଚ୍ଚ ବ୍ୟୟରେ ୬ଷ୍ଟ ରୁ +୨ ପର୍ଯ୍ୟନ୍ତ ପାଠ ଅଧ୍ୟୟନ ପାଇଁ ଏହି କଠା ତିଆରି ହବାର ଖର୍ଚ୍ଚ ପାଇଁ ନିର୍ଧାରିତ ହୋଇଛି ବର୍ତମାନ, ଆଗକୁ ଆସ୍ତେ ଆସ୍ତେ ଏହି ବିଦ୍ୟାଳୟ ପାଇଁ ଅତିକମରେ ୧୦୦ କୋଟି ଟଙ୍କାର ଅର୍ଥ ବ୍ୟୟ ହୋଇଥିବାର ସୂଚନା ବିଶେଷ ସୂଚନା ମିଳିଛି I ଏଥିରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକା କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ବ୍ଲକ ବିଡ଼ିଓ ଶ୍ରୀମତି ମୀନତି ଯୋଗଦେବ,ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ଜନ ୨ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଝୀ ହିମିରିକା, ଆଲୋମଣ୍ଡା ପଞ୍ଚାୟତ ର ସୋରପଞ୍ଚ ଗୌରୀ ମେଲେକା, କାପଲଡ଼ା ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଏରନା ଏକମା ଓ କୋରାପୁଟ ଜିଲ୍ଲାର ବିଜେପି ର ସାଧାରଣ ସମ୍ଫାଦକ ସରତ ପାତ୍ର, ଓ ଅନ୍ୟାନ୍ୟ ଉପସ୍ଥିତ ରହି ନିଜ ନିଜ ମାଧ୍ୟମରେ ନିଜର ମତ ପ୍ରକାଶ କରିଥିଲେ ଉକ୍ତ ସ୍ଥାନରେ I ଏଥିସହ ମାନ୍ୟବର ଲକ୍ଷ୍ମୀପୁର ବିଧାୟକ ମହୋଦୟ ଅଞ୍ଚଳ ବାସିଙ୍କ ମନକୁ ଜିଣି ପାରିଚନ୍ତି କି ଲୋକଙ୍କ ପାଇଁ ଏକ ଭଲ ବିଦ୍ୟାଳୟ ଟା ଆବଶ୍ୟକ ଥିଲା I ପୂର୍ବତନ ସରକାର ସମୟରେ ଏହି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଟଙ୍କା ମଞ୍ଜୁର ହୋଇ ପଡିରୋହିଥିଲା I ବିଦ୍ୟାଳୟ ନିମନ୍ତେ ସଠିକ ଜାଗାର ଆବଶ୍ୟକ ନଥିବା ହେତୁ ୩ ବର୍ଷ ଧରି ବିଦ୍ୟାଳୟ କାମ ଆରମ୍ଭ ହୋଇ ପାରିନଥିଲା I ବିଳମ୍ବ ହେଲେ ହେଉକିନ୍ତୁ ପୂର୍ବତନ ସରକାରଙ୍କ ପାଇଁ ଆଜି ଆଲମଣ୍ଡା ସ୍ଥିତ ଠାରେ ଜତେଷ୍ଟ ଜାଗା ସହ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନର ଶୁଭ ଉଦଘାଟନ ହୋଇଯାଇଛି I ବନ୍ଧୁଗାଁ ବ୍ଲକର ସାଂସଦ ଲକ୍ଷ୍ମଣ ଖସଲା,ଏଥିରେ ଅଞ୍ଚଳର ଅନେକ ବୁଦ୍ଧିଯିବି ମାନଙ୍କ ସହ ବ୍ଲକ କଂଗ୍ରେସ ବିଧାୟକ ପ୍ରତିନିଧି ଡ଼ି. ଏଙ୍କାଟି,କାମେଶ୍ଵର ରାତନାଲୁ,ଯୋଗାଲୁ ପଟ୍ଟନାୟକ, ଡ଼ି. ରତନା,ଅସକ କାଳ୍ପା, ସୁରେଶ ବାବୁ, ଭାରତ ରାଜୁ, ଓ ଅନେକ ପ୍ରମୁଖ ଲୋକେ ଉପସ୍ଥିତ ରହିଥିଲେ I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

masiha

ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଂଘ ଦେଲେ ଦଶ ଦଫା ଦାବି 

Sunil Chandra Nayak

ଜୁନାଗଡ଼ ବ୍ଲକ ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ , ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!