ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବାକାର୍ଯ୍ୟ କରି ଉଦାହରଣ ରଚିଲେ ଦୁଇ ବିଶିଷ୍ଟ ସାମ୍ବାଦିକ 

ସେବାକାର୍ଯ୍ୟ କରି ଉଦାହରଣ ରଚିଲେ ଦୁଇ ବିଶିଷ୍ଟ ସାମ୍ବାଦିକ 

କଟକ : କଟକ ଜିଲ୍ଲା କିଶନନଗର ଥାନା କଳମିଶ୍ରି ପଞ୍ଚାୟତ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମର ନିରାଶ୍ରୟା ବୃଦ୍ଧା ରଙ୍ଗଲତା ଷଡ଼ଙ୍ଗୀ(୧୦୨)ଙ୍କ ମୃତ ଦେହକୁ କିଶୋରନଗର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ “ବିପଦର ବନ୍ଧୁ ସେବା ସଂଗଠନ”ର ସଭାପତି ସ୍ୱେଚ୍ଛାସେବୀ ବିଶିଷ୍ଟ ସାମ୍ବାଦିକ ଭୈରବ ଚନ୍ଦ୍ର ସେଠୀ ଓ ବିଶିଷ୍ଟ ସାମ୍ବାଦିକ ଚିତ୍ତରଞ୍ଜନ ବେହେରା ଉକ୍ତ ବୃଦ୍ଧାଙ୍କ ଶବରେ କାନ୍ଧ ଦେଇ କାନ୍ଧରେ ବୋହି ନେଇ ଚିତ୍ରୋପୋଳା ନଦୀ ସ୍ଥିତ ତାଙ୍କ ଗ୍ରାମ ଶ୍ମଶାନରେ ଶବଦାହ କରିଥିଲେ । ଦୁଇ ବିଶିଷ୍ଟ ସାମ୍ୱାଦିକ ଓ ଅନ୍ୟ ସମାଜସେବୀ ବର୍ଗଙ୍କ ଏପରି ମାନବୀୟ କାର୍ଯ୍ୟକୁ ସବୁଠି ଭୂୟସୀ ପ୍ରଶଂସା କରାଯାଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଖଇରା-ଔପଦା ଫଟୋଗ୍ରାଫି ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

ତରାପୁର ଠାରେ ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ଉପରେ ସଚେତନ କରିବା ପାଇଁ ସଚେତନତା ଅଭିଯାନ କର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବବୀ ଭାଇଙ୍କ ଜନ୍ମଦିନ ରେ ଫଳବଣ୍ଟନ

Sunil Chandra Nayak

Leave a Comment

error: Content is protected !!