ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ୍ତାହିକ ହାଟରେ ଘୋଲଦହି ବାଣ୍ଟିଲେ ଯୁବାମଞ୍ଚ କାର୍ଯ୍ୟକର୍ତା

ଜୁନାଗଡ଼ ୦୮/୦୫(ମ ନି ସ) ରବିବାର ସାପ୍ତାହିକ ବଜାରରେ ମାରବାଡ଼ି ସମ୍ମେଲନ, ମହିଳା ସମିତି, ଯୁବାମଞ୍ଚ ମିଳିତ ସହଯୋଗରେ ଘୋଲଦହି ବଣ୍ଟନ କରାଯାଇଥିଲା।ପ୍ରବଳ ତାତିକୁ ଦୃଷ୍ଟିରେ ରଖି କାର୍ଯ୍ୟକର୍ତା ମାନେ ବଜାରକୁ ଆସିଥିବା ଶହ ଶହ ପୁରୁଷ ମହିଳାଙ୍କୁ ଘୋଲଦହି ବାଣ୍ଟିଥିଲେ।ଏହି କାର୍ଯ୍ୟକ୍ରମରେ ନଗରପାଳ ମୁକେଶ ଅଗ୍ରୱାଲ, ଚମ୍ପକ ଅଗ୍ରୱାଲ, ଗୋପୁ ମିତ୍ତଳ, ସନ୍ତୋଷ ସିଂହଳ, ଚିଣ୍ଟୁ ଅଗ୍ରୱାଲ, ଅମିତ ଗୁପ୍ତା,ସୁରେନ ଅଗ୍ରୱାଲ, ଅଜିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଖରାଦିନରେ ଘୋଲଦହି ବଣ୍ଟନକୁ ନେଇ ସର୍ବସାଧାରଣରେ ଅସ୍ବସ୍ତି ପ୍ରକାଶ ପାଇଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି ଚେକ୍ ଡ୍ୟାମ୍ କାମ ,ସ୍ଥାନୀୟ ଶ୍ରମିକ ବଦଳରେ ଅନ୍ୟ ପଞ୍ଚାୟତର ଶିଶୁ ଶ୍ରମିକ ନିୟୋଜିତ

Sunil Chandra Nayak

ବ୍ଲକସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ

Sunil Chandra Nayak

ମେ’ ୩୦ ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନା ଝିଅ’

Leave a Comment

error: Content is protected !!