ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ଏମ୍ ସି ଏଲ ପ୍ରତିନିଧି ହେଲେ ରାଜେଶ ରାୟ 

ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ଏମ୍ ସି ଏଲ ପ୍ରତିନିଧି ହେଲେ ରାଜେଶ ରାୟ 

ରାଉରକେଲା: ରାଜ୍ୟସଭା ସାଂସଦ ଦିଲୀପ ରାୟ ଙ୍କ ମହାନଦୀ କୋଲ ଫିଲ୍ଡ ସୁନ୍ଦରଗଡ଼ ପ୍ରତିନିଧି ଭାବେ ରାଜେଶ ରାୟ ଙ୍କୁ ମଙ୍ଗଳବାର ଘୋଷଣା କରାଯାଇଛି। ସ୍ଥାନୀୟ ଶ୍ରମିକ କର୍ମଚାରୀମାନଙ୍କ ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗ ରେ ପ୍ରତିନିଧି ଭାବେ ଶ୍ରୀ ରାୟ ସାଂସଦ ଶ୍ରୀ ରାୟ ଙ୍କ ପ୍ରତିନିଧିତ୍ୱ କରିବେ। ଏ ନେଇ ସାଂସଦ ଶ୍ରୀ ରାୟ ଏମ୍ ସି ଏଲ ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ କୋଲେ ଙ୍କୁ ପତ୍ର ମଧ୍ୟମରେ ଅବଗତ କରାଇଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 

masiha

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!