ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ଜୟନ୍ତୀକୁ ବହୁବିଧ ସେବାକାର୍ଯ୍ୟ କରି ନିଆରା ଢ଼ଙ୍ଗରେ ପାଳିଲେ ବିଶିଷ୍ଟ ରକ୍ତଦାତା ଇଂ.ବିମଳ ଚଂଦ୍ର ଦାସ 

ଜନ୍ମ ଜୟନ୍ତୀକୁ ବହୁବିଧ ସେବାକାର୍ଯ୍ୟ କରି ନିଆରା ଢ଼ଙ୍ଗରେ ପାଳିଲେ ବିଶିଷ୍ଟ ରକ୍ତଦାତା ଇଂ.ବିମଳ ଚଂଦ୍ର ଦାସ 

କଟକ : ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ପକ୍ଷରୁ ଟ୍ରଷ୍ଟ ଅଧ୍ୟକ୍ଷ ଇଂ.ବିମଳ ଚନ୍ଦ୍ର ଦାସଙ୍କ ୪୬ ତମ ଜନ୍ମ ଜୟନ୍ତୀ ଶ୍ରୀ ଜଗନ୍ନାଥ କଲୋନୀ ସୋସାଇଟ ମିଳିତ ସହଭାଗିତାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ରେଡକ୍ରସ କଟକ ପକ୍ଷରୁ ୨୧ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଛି । ଏହି ଶିବିରରେ ଇଂ.ବିମଳ ଚଂଦ୍ର ଦାସ,ସୁଜାତା ବେହେରା,ଫାୟାର ଆଣ୍ଡ ସେଫ୍ଟୀ ଅଫିସର ଇଂ.ମାନସ ରଞ୍ଜନ ମାଣ୍ଡୋଇ,ବିଜୟ ସାହୁ,ତୁଷାର ଶାନ୍ତି,ଇଂ.ସେଵକ ଶ୍ରୀକାନ୍ତ,ଇଂ,ସୂରଜ ବେହେରା,ରାଜକିଶୋର ପଢିଆରି,ରଶ୍ମୀ ରଞ୍ଜନ ପଢିଆରି,ବିଶ୍ୱଜିତ ସାମଲ,ସନ୍ତୋଷ ସାହୁ,ବିଶ୍ୱରଞ୍ଜନ ସାମଲ,ସ୍ନିଗ୍ଧାଞ୍ଜଳି ଦାସ,ସୁରେଖା ବାରିକ,ଶ୍ରୀୟଂଶୁ ବାରିକ,ଶାଶ୍ୱତ ଦାସ, ସମର୍ଥ ଦାସ ଉପସ୍ଥିତ ଥିଲେ ।

Related posts

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଗାନ୍ଧିଜୀଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

ଜଳବନ୍ଦୀ ଟାଙ୍ଗନୀ କୋଟ ରେ ବିକାଶ ପହଂଚାଇବା ଲକ୍ଷ୍ୟରେ ବ୍ଲକ ପ୍ରଶାସନ

masiha

ମେରେଇ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଠ ଶ୍ରେଣୀ ଚାଲିଛି ତିନି ଶିକ୍ଷକ ରେ 

masiha

Leave a Comment

error: Content is protected !!