ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲାହାଣ୍ଡି ରାଇଫଲ୍ ଆସୋସିଏସନ୍ ର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ 

କଲାହାଣ୍ଡି ରାଇଫଲ୍ ଆସୋସିଏସନ୍ ର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ 

ଶ୍ରୀ ଭାରତ ଭୂଷଣ ଦେଓ ଙ୍କ ସଭାତିତ୍ବରେ କଲାହାଣ୍ଡି ରାଇଫଲ୍ ଆସୋସିଏସନ୍ kalahandi Rifle Association  ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।।ଶ୍ରୀ ସୁନୀଲ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଶ୍ରୀ ସୁରେନ୍ଦ୍ର ପ୍ରସାଦ ନେଗୀ ବିଗତ ଦିନର କାର୍ଯ୍ୟ ପନ୍ଥା ଉପରେ ଅବଗତ କରାଇ ଥିଲେ । ବିଭିନ୍ନ ବିଷୟ ଆଲୋଚନା ପରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସର୍ବସମ୍ମତି କ୍ରମେ ସଭାପତି – ଭାରତ ଭୂଷଣ ଦେଓ , ଉପସଭାପତି- ଅଜୟ କୁମାର ମିଶ୍ର , ସୁନୀଲ କୁମାର ବେହେରା , ସଂପାଦକ – ପ୍ରଦୀପ କୁମାର ଦାସ ,  ଯୁଗ୍ମ ସଂପାଦକ – ପ୍ରଭୁପାଦ ପ୍ରଧାନ , କୋଷାଧକ୍ଷ – ମହେନ୍ଦ୍ର କୁମାର ପଣ୍ଡା , ସଭ୍ୟ ଭାବରେ ସୁରେନ୍ଦ୍ର ପ୍ରସାଦ ନେଗି , ଅରବିନ୍ଦ ସାହୁ , ସଞ୍ଜୟ କୁମାର ମିଶ୍ର ,।ଅରିହାନ୍ତ ଜୈନ , ରବୀନ୍ଦ୍ର କୁମାର ମିଶ୍ର , ଭୀମସେନ ସାହୁ ,ଶମ୍ଭୁ ପ୍ରସାଦ ରାଉତ ଅଶ୍ୱିନ କୁମାର ସାହୁ ମନୋନୀତ ହୋଇଥିଲେ । ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କରିବା ପାଇଁ ସଭାପତି ଅନୁରୋଧ କରିଥିଲେ । ଶେଷରେ ନୂତନ ସଂପାଦକ ପ୍ରଦୀପ କୁମାର ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଦଶପୁର ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ୍ୟୁ

masiha

ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର  

masiha

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ‘ବାମନଘାଟୀ ବ୍ରାହ୍ମଣ ମହାସଭା’ ଆନୁକୁଲ୍ୟରେ ନିଃଶୁଳ୍କ ଖେଚୁଡ଼ି ଅନ୍ନ ପ୍ରସାଦ ବଣ୍ଟନ ସେବା 

Sunil Chandra Nayak

Leave a Comment

error: Content is protected !!