ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପୁବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ 

ଗୋପୁବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ 

ବନ୍ଧୁଗାଁ ତା, ୫/୭/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧୁଗାଁ ପରିସର ଠାରେ ଆଜି ସମାଜ ଦୈନିକ ଖବର କାଗଜ ର ଅନୁଷ୍ଠାନ ଦ୍ୱାରା ଗୋପବନ୍ଧୁ ୯୮ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ବନ୍ଧୁଗାଁ bl୯kr ସମାଜ ଖବର କାଗଜର ପ୍ରତିନିଧି ରଞ୍ଜିତ କୁମାର କାଳ୍ପା ଙ୍କ ଆୟୋଜନ ଦ୍ୱାରା ଆଜି ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ହୋଇଯାଇଥିଲା I ଏଥିରେ ନୀଳବାଡ଼ି ସୂଚିତ ଓ ଜଣଜାତି ଅନୁସୂଚିତ ଜନଜାତି ବାଳିକା ବିଦ୍ୟାଳୟ ଓ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦୁଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମୋଟ ୪୦ ଜନ ଅଂଶଗ୍ରହଣ ରହିଥିଲେ I ଏଥିରେ ଚିତ୍ରାଙ୍କନ ରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ଏବଂ କୁଇଜ ପାଇଁ ମଧ୍ୟ ପ୍ରଥମ ଦ୍ୱିତୀୟ ଓ ତୃତୀୟ ଭାଗରେ ପୁରସ୍କୃତ କୋରାଯାଇଥିଲା I ଆଜିର ଏହି ପ୍ରତିଯୋଗିତାରେ ଯୋଗଦେଇଥିବା ମୁଖ୍ୟ ଅତିଥି ଗଣ ହେଲେ ବନ୍ଧୁଗାଁ ବ୍ଲକର ବିଜେଡି ସଭାପତି ଶ୍ରୀ ଦୁର୍ଯ୍ୟ ନାଗ,କୋରାପୁଟ ଜିଲ୍ଲା ବିଜେପି ସାଧାଅରଣ ସମ୍ଫାଦକ ଶ୍ରୀ ସରତ ପାତ୍ର, ବନ୍ଧୁଗାଁ ବ୍ଲକର ବିଧାୟକ ପ୍ରତିନିଧି ଶ୍ରୀ ଡ଼ି. ଏଙ୍କାଟି,ବ୍ଲକ ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା, ଓ ଜିଲ୍ଲା କଂଗ୍ରେସ ସୋମ୍ଫାଦକ ଅସକ କାଳ୍ପା, ଓ ବନ୍ଧୁଗାଁ ବ୍ଲକର ଗଣ ପ୍ରତିନିଧି ଗଣ ଉପସ୍ଥିତ ରହିବା ସହ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷକଙ୍କ କରକୋମଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଆଜିର ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଗଛପଡି ରାସ୍ତା ବନ୍ଦ ହୋଇଥିବା ସେକ୍ଟର-୧ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ଯୋଡ଼ାମହୁଲ ଗ୍ରାମରେ ୯୫ ତମ ବାର୍ଷିକ ଟୁସୁମେଳା ଧୂମଧାମରେ ଅନୁଷ୍ଠିତ

masiha

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ପଲମ ଠାରେ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!