ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ମହିଳା କୁନୁ ମୁନିଙ୍କ ଏକାଦଶାହରେ ବହୁ ଲୋକଙ୍କ ସମାଗମ

ଧର୍ମପରାୟଣ ମହିଳା କୁନୁ ମୁନିଙ୍କ ଏକାଦଶାହରେ ବହୁ ଲୋକଙ୍କ ସମାଗମ

ରାଇରଙ୍ଗପୁର – ୧୨/୦୮ ରାଇରଙ୍ଗପୁର ସହର ସନ୍ନିକଟ ହଳଦା ଗ୍ରାମର ଧର୍ମପରାୟଣ ମହିଳା କୁନୁମୁନି ମହାନ୍ତ(୫୫) ଙ୍କ ଏକାଦଶାହ କାମରେ ବହୁ ଲୋକଙ୍କ ସମାଗମ । କୁନୁମୁନି ମହାନ୍ତ ଜଣେ ଅମାଇକ, ସରଳ, ମେଳାପି ଓ ସମାଜସେବୀ ଥିଲେ । କୁଡୁମି ସାମାଜିକ ସଂଗଠନର ଜଣେ ଆଗଧାଡିର ମହିଳା ଥିଲେ ।ତାଙ୍କ ଦେହାନ୍ତରେ କୁଡୁମି ସେନା,ସାମାଜିକ ସଂଗଠନ,କୁଡୁମି ଓଡିଶାର ସଦସ୍ଯ ବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଦେବାସହ ଶୋକ ସନ୍ତପ୍ପ ପରିବାର ବର୍ଗ ତଥା ତାଙ୍କର ଦୁଇ ପୁତ୍ର ମୁକେଶ ଏବଂ ମନୋଜଙ୍କୁ ସାନ୍ତ୍ଵନା ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ପ୍ରଶାସନ ଗାଉଁ କି ଔର ” ୨୦୨୪ ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁଗାଁ ବ୍ଲକରେ କର୍ମଶାଳା 

masiha

ରାସ୍ତାରେ ଫେବରବ୍ଲକ ପଡିବା କାମକୁ ଲାଗିଲାନି, ଟିକକ ବର୍ଷାରେ ଘର ଆଗରେ ପାଣି ଜମା,ସାହିବାସୀ ହିନସ୍ଥା

masiha

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମିଳିତ ଅମଲା ମଞ୍ଚ , ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଜିଲ୍ଲା ଅମଲା ମାନଙ୍କ ଦରମା ନିର୍ଦ୍ଧାରଣ କର

Sunil Chandra Nayak

Leave a Comment

error: Content is protected !!