ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶାକର୍ମୀ ମlର୍ଥମଣି ନାଏକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଆଶାକର୍ମୀ ମlର୍ଥମଣି ନାଏକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ରୁପ୍ରା, 30/7 (ଅଜୟ ସେନାପତି) : ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଯୋଡlବନ୍ଧ ଗ୍ରାମର ଆଶାକର୍ମୀ ମାର୍ଥାମଣି ନାଏକଙ୍କ ଗୁରୁବାର (ଆଜି) ଦିନ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ରୁପ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ନର୍ଲା CHC ରୁ ଡ଼.ଆଶୁତୋଷ ପ୍ରଧାନ (ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ନର୍ଲା),BPM ସବୀର କୁମାର ପଧାନ, PHEO ବିମଲ ଚନ୍ଦ୍ର ଦୀପ, ରୁପ୍ରା PHC ର ଡ଼.ଦୁର୍ଯ୍ୟୋଧନ ପ୍ରଧାନ, LHV ହୀରାବତୀ ଟେଟେ, ରୁପ୍ରା ସେକ୍ଟର ର ସମସ୍ତ ଆଶାକର୍ମୀ, ନର୍ଲା ଜୋନରୁ ଆଶାକର୍ମୀ ଶାନ୍ତି ମାଝୀ, ଚନ୍ଦ୍ରା ଝାଙ୍କରଙ୍କ ସମେତ ସମସ୍ତ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟ କର୍ମୀ, CHO ମୁସ୍କୁଟି, CHO ଗିଗିନା ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l

Related posts

ଏନ୍ଆଇଟି ରାଉରକେଲା ସ୍ୱାସ୍ଥ୍ୟସେବା ପ୍ରୟୋଗ ପାଇଁ ସ୍ଥାୟୀ ଜୈବ-କମ୍ପୋଜିଟ୍ ଫିଲ୍ମ ତିଆରି କରିଛି

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଏଚ ଡି ଏଫ ସି ବ୍ୟାଙ୍କ ସମେତ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ନିର୍ମିତ ୬ ଟି କଠା ଗୃହ ଗୁଡ଼ିକ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ଦ୍ଵାରା ଉଦଘାଟିତ     

୨୭ ସେପ୍ଟେମ୍ବରରେ ପାଳିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!