ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୬୩୮ ନୂତନ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ….

ନୂତନ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ନିଯୁକ୍ତିକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବଡ଼ ବୟାନ ଦେଇଛନ୍ତି । ତେବେ ଏସଏସବି ଦ୍ୱାରା ୯୭୨ଜଣ ନୂତନ ଅଧ୍ୟାପକ ଏବଂ ଅଧ୍ୟାପିକା ଭାବେ କୃତକାର୍ଯ୍ୟ ହୋଇଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଆଜି ୬୩୮ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨୯୨ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯିବ। ୨୦୧୫-୧୬ ଏବଂ ୨୦୧୬-୧୭ ଶିକ୍ଷାବର୍ଷରେ ୧୫୧୦ ଜଣଙ୍କୁ ଏସଏସବି ଦ୍ୱାରା ନିଯୁକ୍ତି ଦିଆଯାଇଥିଲା। ୨୦୨୦ରେ ୮୦୯ ଜଣ ନିଯୁକ୍ତି ପାଇଥିଲେ। ଆଜି ୯୭୨ ଜଣଙ୍କୁ ନିଯୁକ୍ତି ଦିଆଯିବା ପରେ ୩୨୯୧ଙ୍କୁ ନିଯୁକ୍ତି ଦିଆଯାଇସାରିଲାଣି। ସରକାରୀ କଲେଜରେ ୬୦୬ ଜଣଙ୍କୁ ନିଯୁକ୍ତି ଦିଆଗଲା ଓପିଏସସି ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଚାଲିଛି।ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ୫୦୪ ଆସୋସିଏଟ ପ୍ରଫେସର ଓ ୩୨୦ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଚାଲିଛି। ବିଏଡରେ ୩୮୫ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି ଲାଗି ଓପିଏସସି ଦ୍ୱାରା ପ୍ରକ୍ରିୟା ଚାଲିଛି। ଗତ ତିନି ବର୍ଷ ମଧ୍ୟରେ ୪୨୫୫ଟି ଅଧ୍ୟାପକ ଏବଂ ଅଧ୍ୟାପିକା ପଦବି ପାଇଁ ବିଭିନ୍ନ କ୍ଷେତ୍ରରେ ପୋଷ୍ଟିଙ୍ଗ ଲାଗି ବ୍ୟବସ୍ଥା କରାଯାଇଛି। ୨୦୮୧ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇ ସାରିଲାଣି ଆଉ ସବୁ ପ୍ରକ୍ରିୟା ଚାଲିଛି। ଏହି ସବୁ ପଦବି ପୂରଣ ହେବା ପରେ, ଆଉ ଯେଉଁ ପଦବି ଖାଲି ଅଛି ତାର ତାଲିକା ଆସିବା ପରେ ସେଗୁଡ଼ିକ ପୂରଣ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କ ବିଶେଷ ପାର୍ବଣ

Sunil Chandra Nayak

ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜିମାତ କଲା ଟେମରା ଦଳ

Sunil Chandra Nayak

ଜୁଲାଇ ୧ ରେ ଫିଟିବ “ବିଦ୍ୟାରାଣ” 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort