ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଡି ଲାୟନ୍ସ ର ସାମାଜିକ କାର୍ଯ୍ୟକ୍ରମ

ଲେଡି ଲାୟନ୍ସ ର ସାମାଜିକ କାର୍ଯ୍ୟକ୍ରମ 

ରାଉରକେଲା: ଆଜି ସାମାଜିକ ଅନୁଷ୍ଠାନ ଲେଡି ଲାଇନ ଦ ହେଲ୍ପିଂ ହ୍ୟାଣ୍ଡ ତରଫରୁ ରାଜ୍ୟର ଭଦ୍ରକ ଓ ଆସାମର ଗୈ।ହାଟି କୁ ରିଲିଫ ସାମଗ୍ରୀ ପଠାଗଲା। ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ପାଇଁ ଯେଉଁ ଯେଉଁ ଅଞ୍ଚଳ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା, ଯେମିତି ଆମ ଓଡ଼ିଶାର ଭଦ୍ରକ ଏବଂ ଆସାମର ଗୈ।ହାଟି କୁ ସାମଗ୍ରୀ ପଠାଗଲା। ଲେଡି ଲାଇନର ମୁଖ୍ୟ ବନ୍ଦିତା ମାହାତୋ, ସୁଚିତ୍ରା ଦର୍ଜୀ,ଧନମାୟା ବିଷ୍ଟ, କବିତା ମାହାତୋ,ଚନ୍ଦନା ନାୟକ,ଭାରତୀ ମହାନ୍ତି,ଦୟା ସାଗର,ସୂଜାତା ପ୍ରମୁଖ ସଦସ୍ୟା ଆଜି ରାଉରକେଲା ଷ୍ଟେସନ୍ ରୁ ବିଭିନ୍ନ ସାମଗ୍ରୀ ପଠାଇଥିଲେ । ଏହି କାର୍ଯ୍ୟକ୍ରମରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସହଯୋଗର ହାତ ବଢାଇଥିବା ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ବ ପରିବେଶ ଦିବସ ପାଳନ

ମଣିଷ ବଦଳରେ ମେସିନ କରୁଛି କାମ

Sunil Chandra Nayak

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!