ସାମୁହିକ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ପାଇଁ ସିନାପାଲିରେ ପ୍ରସ୍ତୁତି
ସିନାପାଲି:୦୩/୦୮-(ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଆଗାମୀ ନୂଆଁଖାଇ ଦିନେ ସାମୁହିକ ନୂଆଁଖାଇ ଭେଟଘାଟ୍ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ା ସ୍ଥାନୀୟ ଯୁବକଙ୍କ ଉଦ୍ଯମରେ ଗତ ଦୁଇବର୍ଷ ତଳୁ ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ପ୍ରସ୍ତୁତି ସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତ୍ରିନାଥ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ା ସଭାରେ ଗତବର୍ଷର ସମୀକ୍ଷା କରାଯାଇ ଚଳିତ ବର୍ଷ ନିମନ୍ତେ ରୂପରେଖ ତିଆରି କରାଯାଇଥିଲା ା ପାଳନ କମିଟିର ସଭାପତି ଭାବରେ ତ୍ରିନାଥ ମେହେର, ଉପସଭାପତି ରଜନି ମାଝୀ, ସୁରଜ ମେହେର, ମନୋରଞ୍ଜନ ମେହେର, ଜିତେଂଦ୍ର ମେହେର, ସୁଶାନ୍ତ କୁମାର, ଶୈଲେସ ସା ଓ ସଂପାଦକ ଭାବରେ ପ୍ରଭାତ କୁମାର ମେହେର, ସହସଂପାଦକ ସନ୍ତୋଷ ନାୟକ, ନିତିଶ ମେହେର, ସଂଜିବ ଭକ୍ତ, ଅରୁଣ ମେହେର, ସୁନିଲ ମେହେର, ରାଜୁ ମାଝୀ, ମନୋଜ ଜଗତ, ଅନିଲ ମେହେର, ନରେଶ ମାଝୀ ଏବଂ ସାଂସ୍କୃତିକ ସମ୍ପାଦକ ଯତୀନ୍ଦ୍ର ମେହେର, ପାଣ୍ଠି ସଂଗ୍ରାହକ ବିକାଶ ମେହେରଙ୍କ ସହ କୋଷାଧ୍ଯକ୍ଷ ଭାବରେ ରଶ୍ମୀରଂଜନ ସା ଙ୍କୁ ମନୋନିତ କରାଯାଇଥିଲା ା ବୈଶମ୍ପାୟନ ମେହେର, ନୀଳମଣି ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ନାରାୟଣ ପାତ୍ର, ତୁଳସୀରାମ ମେହେର, ନନ୍ଦକୁମାର ପାତ୍ର, ବୈଷ୍ଣବ ମେହେର, ନବୀନଚନ୍ଦ୍ର ମେହେର, ପ୍ରଦ୍ୟୁମ୍ନ ସିଂହ ଛିନ୍ଦା, ପ୍ରିୟରଞ୍ଜନ ମେହେର, ମନୀଷ ପଟେଲ, ଗୌତମ ମେହେର, କୁମୁଦବନ୍ଧୁ ଯୋଶୀ, ରସିକ ମେହେର, ଅରିଗଞ୍ଜନ ଯୋଶୀ, ଈଶ୍ୱର ପ୍ରସାଦ ମେହେର, ରବୀନ୍ଦ୍ର ଜେନା, ଆଲୋକ ମେହେର, ରବୀନ୍ଦ୍ର ଦାସ, ବେଣୁଧର ମେହେର, ହୃଦାନନ୍ଦ ମେହେର, ହାଡୁରାମ ମେହେର, ଶିବ ମେହେର, ରାଜୁ ମେହେର, ଜିତୁ ମେହେର, ଭୀଷ୍ମରାଜ ମାଝୀ, ସନ୍ତୋଷ କୁମାର ନାଏକ, କୃଷ୍ଣରାମ ମେହେର, ଜନ୍ମେଜୟ ମେହେର, ଯୁଧିଷ୍ଠିର ମେହେର, ନରହରି ମେହେର, ଶିବ ମେହେର, ଦୋଳାମଣି ମେହେର, ସୁନୀଲ ମେହେର, ପୁଟୁ ମେହେର, ଆୟୁଷ ମେହେର, ଚନ୍ଦ୍ରଶେଖର ମେହେର, ଜଗନ୍ୟ ମେହେର, ସୋହନ ମେହେର, ଦେବାଶିଷ ମେହେର, କ୍ରିଶ ମେହେର, ରଞ୍ଜନ ମେହେର, ଦେବରାଜ ମେହେର, ମନୋଜ ଜଗତ, ଜିତେନ୍ଦ୍ର ମେହେର, ରଞ୍ଜନ ମେହେର, ଲକି ମେହେର, ରାକେଶ ମେହେର, ଘନଶ୍ୟାମ ମେହେର, ସଂଗ୍ରାମ ମେହେର, ଚନ୍ଦ୍ରଧ୍ୱଜ ମେହେର, ଉପେନ୍ଦ୍ର ମେହେର, ବିକାଶ ମେହେର, ହେମନ୍ତ ମେହେର, ହିମାଂଶୁ ମେହେର, ଭୂଷଣ ମେହେର, ତସ୍ମିନ ମେହେର, ମୁକେଶ ମେହେର, ଲିଙ୍ଗରାଜ ମେହେର, ଓମ ପ୍ରସାଦ ମେହେର, ନରେଶ ମେହେର, ଫଣୀନ୍ଦ୍ର ମେହେର, ଲମ୍ବୋଦର ମେହେର, ଚୈତନ୍ୟ ମେହେର, କ୍ଷୀରୋଦ ମେହେର, ଶଙ୍କର ମେହେର, ହରେକୃଷ୍ଣ ମେହେର, ମୁରଲୀ ମେହେର, ଗୌରବ ମେହେର, ନୀତିଶ କୁମାର ମେହେର।
ପ୍ରମୁଖ ଅଂଚଳର ଶତାଧିକ ବରିଷ୍ଠ ଓ ଯୁବକ ମାନେ ଉପସ୍ଥିତ ରହି ଆଲୋଚନା ଅଂଶ ଗ୍ରହଣ କରିଥିଲେ ା ଶେଷରେ ମନୋରଞ୍ଜନ ମେହେର ଧନ୍ଯବାଦ ଦେଇଥିଲେ ା
