ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଏସ୍‌ପି କାର୍ଯ୍ୟାଳୟ ଘେରାଉ

ନୂଆପଡା: ଜିଲ୍ଲା ସଦର ମହକୁମାସ୍ଥିତ ଆରକ୍ଷୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ବୁଧୁବାର ଦିନ ଧାରଣା ଦିଆଯାଇଛି। ଖବର ସଂଗ୍ରହ ବେଳେ ସାମ୍ବାଦିକ ରବିକାନ୍ତ ଠେଲାଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରାଯାଇଛି। ଘଟଣାକୁ ପ୍ରତିବାଦ କରି ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏଥିସହ ସାମ୍ବାଦିକ ସମନ୍ବୟ ସମିତି ପକ୍ଷରୁ ପୁଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ତେବେ ଏସ୍‌ପି କାର୍ଯ୍ୟାଳୟ ଘେରାଉ ପୂର୍ବରୁ ସାମ୍ବାଦିକମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସାମ୍ବାଦିକ ସମନ୍ନୟ ସମିତି ଆବାହକ ବିଜୟ କୁମାର ଶହିସ ଅଧ୍ୟକ୍ଷତା କରିଥିବା ବେଳେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରଶାଦ ଢୋଲକିଆ, ଓକିଲ ସଂଘ ସଭାପତି ପ୍ରଶନ୍ନ ପାଢ଼ୀ, ମଜଦୂର ସଂଘ ଆବାହକ ଯଦୁମଣି ପଣଗ୍ରାହୀ, କୋମନା ସରପଞ୍ଚ ସଂଘ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଉପସ୍ଥିତ ଥିଲେ। ସଭାରେ ଜିଲ୍ଲାର ୪ ଗୋଟି ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଡେନିଷ ରାୟ, ଜାନ ପକ୍ଷରୁ ଘନଶ୍ୟାମ ଭୋଇ, ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରରୁ ସୁରେନ୍ଦ୍ର ତିୱାରୀ ନିଜ ମତ ଉପସ୍ଥାପନ କରିଥିଲେ। ଏସପି କାର୍ଯ୍ୟାଳୟକୁ ପ୍ରତିନିଧି ଦଳ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ଏସ୍‌ପି ଶ୍ରୀ ଦିବାକର ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସାମ୍ବାଦିକ କୁନୁ କରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖଡ଼ିଆଳ ରୋହେନପଦର ଠାରେ ଚୋରି ଟ୍ରକ କାଟି କବାଡି ରେ ବିକ୍ରି ଉଦ୍ୟମକୁ ଭଣ୍ଡୁର କଲେ ଛତିଶଗଡ଼ ଏବଂ ଖଡ଼ିଆଳ ପୋଲିସ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ଅହିଂସା ରଥ ଆସନ୍ତା ସେପ୍ଟେମ୍ବର ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ

Sunil Chandra Nayak

ବାପା ମାଆ ଛେଉଣ୍ଡ ପିଲା ଲଷ୍ମୀଧର ମାଝୀର ରାସନ ନେଉଛି କିଏ ?

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort