ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀଙ୍କ ଦୃଢ଼ ପଦକ୍ଷେପ: ବାବନ୍ଧ ଗ୍ରାମ ସାନ ସାହି ରେ ନଳକୂପ ଖନନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବାବନ୍ଧ ଗ୍ରାମ ପଞ୍ଚାୟତ ର ବାବନ୍ଧ ତଅଁଳା ସାହି ରେ ଆଜି ଏକ ନଳକୂପ ଖନନ କାର୍ଯ୍ୟ କରାଯାଇ ଅଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଠିକାର ଜନ ସାଧାରଣ ଦୀର୍ଘ ଦିନରୁ ପାଣି ଟୋପାଏ ପାଇବା ପାଇଁ ଡହଳ ବିକଳ ହେଉଥିଲେ । ଖଣ୍ଡେ ଦୂରରୁ ମହିଳା ମାନେ ମୁଣ୍ଡ ରେ ପାଣି ବୋହି ବହୁତ ଅସୁବିଧା ଭୋଗ କରୁଥିଲେ । ଏହି ପାନୀୟ ଜଳର ରୁଗ୍ନ ଚିତ୍ର ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ଙ୍କ ନଜର ରେ ଆସିବାରୁ ସେ ତୁରନ୍ତ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ ଏବଂ ତାହା ଆଜି ସଫଳ ହୋଇଥିବାରୁ ସଂପୃକ୍ତ ଅଂଚଳର ଜନସାଧାରଣ ଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଥୁଆମୂଳ ରାମପୁର ଠାରେ ଦିନିକିଆ ବୈଠକରେ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ତେଲେଙ୍ଗାନା ରୁ ୩୫ ଜଣ ନିର୍ଯ୍ୟାତିତ ଦାଦନ ଶ୍ରମିକ ଉଦ୍ଧାର

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା – ମୁଁ ଏମିତି କାହିଁକି

Sunil Chandra Nayak

Leave a Comment

error: Content is protected !!