ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନ ଲଗାଣ ବର୍ଷା ରେ ଚିତ୍ରଙ୍ଗି ନଦୀ ପୋଲ ଉପରେ ୨ ଫୁଟ ପାଣି

ଦୁଇ ଦିନ ଲଗାଣ ବର୍ଷା ରେ ଚିତ୍ରଙ୍ଗି ନଦୀ ପୋଲ ଉପରେ ୨ ଫୁଟ ପାଣି

ଝରିଗାଁ – ୨୩/୮/୨୬ ନବରଙ୍ଗପୁର ଜିଲ୍ଲା ରେ ୨ ଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି |କେଉଁଠି ପୋଲ ଉପରେ ପାଣି ତ କାହାର ଫସଲ ଉଜୁଡି ଯାଇଛି | ନବରଙ୍ଗପୁର ଜିଲ୍ଲା ଚାଟିଗୁଡା ଚିତ୍ରଙ୍ଗି ନଦୀ ପୋଲ ଉପରେ ବନ୍ୟା ଜଳ | ୨ ଦିନ ଧରି ଲଗାଣ ବର୍ଷା ରେ ରାସ୍ତାରେ ୨ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଉମରକୋଟ ନବରଙ୍ଗପୁର ବିଛିନ୍ନ ହୋଇଛି | ରାଜ୍ୟ ରାଜପଥ ୩୯ ଅବରୋଧ ହୋଇଛି | ଫଳରେ ପୋଲ ଉପର ଦେଇ ଯାତାୟତ ବାଧା ସୃଷ୍ଟି ହୋଇଥିଲା |ଉଭୟ ପାର୍ଶ୍ୱ ରେ ଅନେକ ଗାଡ଼ି ଅଟକି ରହିଛି |

ଝରିଗାଁ ରୁ ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ଜନ୍ମ ଜୟନ୍ତୀ 

masiha

ଢେଙ୍କାନାଳ ପୌରାଞ୍ଚଳର ତିନି ନମ୍ବର ୱାର୍ଡ ମଧୁବନରେ ନନ୍ଦିନୀ ଶତପଥି ଶିଶୁ ଉଦ୍ୟାନର ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ 

Sunil Chandra Nayak

ସେକ୍ଟର-୧୩ ମେଲଣ ପଡିଆରେ ଜୁନ୍ ୨୭ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

masiha

Leave a Comment

error: Content is protected !!