ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ପ୍ରସିଦ୍ଧ ଗଣକ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ପ୍ରସିଦ୍ଧ ଗଣକ ଗୁରୁତର

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୨୪/୦୮ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ପଣ୍ଡିତ ରଘୁନାଥ ମୁର୍ମୁ ଛକରେ ରାଇରଙ୍ଗପୁର ଅଞ୍ଚଳର ଜଣାଶୁଣା ଗଣକ ଶାମ ଶଙ୍କର ଆଚାର୍ଯ୍ୟ ପରିବା ବେଗ ନେଇ ରାସ୍ତାରେ ଆସୁଥିବାବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣାରେ ଶିକାର‌ ହୋଇଥିଲେ ।ସୂଚନାଯୋଗ୍ୟ ବିକାଶନଗର ର‌ ଶାମ ଶଙ୍କର‌ ଆଚାର୍ଯ୍ଯ ରଵିବାର ସଂଧ୍ୟାରେ ଘରର ସୌଦାପତ୍ର ଧରି ଘରକୁ ଚାଲି ଚାଲି ଆସୁଥିବେ ରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ।ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲରେ କରାଯାଇଥିଲା ସେଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।

Related posts

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

Sunil Chandra Nayak

ମ.ରାମପୁର ବନାଞ୍ଚଳ :ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!