ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୟୂରଭଞ୍ଜରୁ ଚୋରି ଅଳଙ୍କାର ଆସିକାରୁ ଜବତ

ମୟୂରଭଞ୍ଜରୁ ଚୋରି ଅଳଙ୍କାର ଆସିକାରୁ ଜବତ

ଆସିକା,୨୬/୮/୨୬ (ଶିବ ଶଙ୍କର ମିଶ୍ର ) ଆସିକା ଉପଖଣ୍ଡ ପୋଲିସ ଅଧୂକାରୀ ଓ ମୟୂରଭଞ୍ଜର ଜିଲ୍ଲାର ବିଭିନ୍ନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ମୟରଭଞ୍ଜ ଜିଲ୍ଲା ବିଭିନ୍ନ ଥାନା ଅଂଚଳରୁ ଚୋରି ଯାଇଥିବା ୨୧ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର କୁ ଜବତ ଘଟଣାରେ ଆଜି ଆସିକା ଉପପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଗତ ୨୨ ଜୁଲାଇ ଠାରୁ ୨୨/୦୮/୨୦୨୬ ମଧ୍ଯ ରେ ଲଗାତାର ଭାବେ ପାଂଚ ଥର ଚୋରି ଓ ନାୟତି ହୋଇଥିଲା । ଏହି ଘଟଣା କ୍ରମରେ ମୟୂରଭଞ୍ଜ ଜିଲ୍ଲା ଗପୁର କୋଳିଅଣା ଥାନା ରେ –୧, ମୋରଡା ଥାନା 62-9,6 , ଝାରପୋଖରିଆ ଥାନାରେ – ୧ ଯଶିପୁର ଥାନାରେ –୧ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିଲା ।ଏହି ଘଟଣା କ୍ରମରେ ଗତ ୨୨/୦୮/୨0୨୬ ରେ ମୋରଡ଼ା ଥାନା ଅଧୀନ ସାନ ମୁଣ୍ଡା ମଣି ସାପ୍ତାହିକ ହାଟରୁ ବ୍ୟାପାର ସାରି ତପନ କୁମାର ପଇଡି ଡକାୟଡି ନିଜ କାର ଯୋଗେ ଘରକୁ ଫେରୁଥିବା ବେଳେ ହଠାତ ତାଙ୍କ କାରକୁ ଚାରିଜଣ ଦୁର୍ବୁର୍ତ ପିଛା କରିଥିଲେ । ଏହି ସମୟରେ ତପନଙ୍କ କାର ଆଗରେ ଜଣେ ଦୁର୍ବୁର୍ତ ବାଇକରୁ ପଡି ଯାଇଥିଲା। ତପନ ଗାଡି ଅଟକାଇ ବାରୁ ତାଙ୍କୁ ପିଛା କରୁଥିବା ଅନ୍ୟ ତିନିଜଣ ଦୁର୍ବୁର୍ତ ତପ ତପନଙ୍କୁ ଭୟଭୀତ କରି ତାଙ୍କ ନିକଟରେ ଥିବା ଅଳଙ୍କାର ଛଡେଇ ନେଇ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ ତପନ ମୋରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ମୋରଡା ଥାନା କେସ ନମ୍ବର ୩୩୪ १४/୨୬ରେପୋଲିସ ମାମଲା ରୁଜୁ କରି ତଦନ୍ତ କରି ଘଟଣା ସ୍ଥଳରେ ପଡ଼ିଥିବା ହୋଣ୍ଡା ୟୁନିକର୍ଣ ବାଇ ଚାଇକକୁ ପୋଲିସ ଜବତ କରିବା ପରେ ଏହି ଘଟଣାରେ ଆସିକା ଉପଖଣ୍ଡ ପୋଲିସ ଇଲାକା ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇ ଆସିକା ପୋଲିସ ସହାୟତରେ ର ଆସିକାର ବିଭିନ୍ନ ସ୍ଥାନରେ ଚାଢ଼ାଓ କରି ଆସିକା ପାକଲାପଲ୍ଲୀ ଏରେଗଲା କ୍ୟାମ୍ପରୁ ଚୋରି ଯାଇଥିବା ୭ କିଲୋ ୫୦୦ ଗ୍ରାମର ରୁପା ସୁନା ୬୦ ଗ୍ରାମ ଯାହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ ଜବତ କରି ଥିଲେ ଏହି ଚଢ଼ାଉରେ ଆସିକା ଉପଖଣ୍ଡ ପୋଲିସ ଅଧିକା ଧୂକାରୀ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ ଓ କର୍ମଚାରୀ ଓ ମୋରଡ଼ା ଥାନା ଅଧୂକାରୀ ସୁମିତ କୁମାର ସୋରେନ, ଯଶିପୁର ଥାନା ଅଧୂକାରୀ ରାଜେଶ କୁମାର ସେଠି ସାଇବର ସେଲ ହାବିଲଦାର କାବ୍ୟ କଣ୍ଠ ତ୍ରିପାଠୀ, ବଳରାମ ମହାଳିକ, ସ୍ପେଶାଲ ସ୍ପାଡ଼ ହାବିଲଦାର ମାନସ ରଞ୍ଜନ ତରେଇ, ସିପୁନ ପାତ୍ର,ଶ୍ରବଣ ମାହାକୁଡ଼, ବିଶ୍ଵନାଥ ବେହେରା, ଅଜିତ କୁମାର ଗିରି ସାମିଲ ଥିଲେ ।

Related posts

ଶିମିଳିପାଳ ଅଭୟାରଣ୍ୟରେ ସଶସ୍ତ୍ର ଜଙ୍ଗଲ ମାଫିଆଙ୍କ ଗୁଳିରେ ନିରସ୍ତ୍ର ଲାଠି ଧାରି ବନ ବିଭାଗର ମୁଣ୍ଡ ଗଡିଲା ; ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Sunil Chandra Nayak

ବହଳଦା ପୋଲିସ ଦ୍ୱାରା 56 ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ 

masiha

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

Sunil Chandra Nayak

Leave a Comment

error: Content is protected !!