ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର କୋଚିଙ୍ଗ ସେଣ୍ଟର ରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ପାଳିତ 

କର କୋଚିଙ୍ଗ ସେଣ୍ଟର ରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ପାଳିତ 

ରାଇରଙ୍ଗପୁର- ( ଅକ୍ଷୟ ବିଶ୍ବାଳ) ୨୪/୦୯  ବହଳଦା ବ୍ଲକ ସ୍ଥିତ କର କୋଚିଙ୍ଗ ସେଣ୍ଟର ରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ବହୁ ଆଡ଼ମ୍ବର ରେ ପାଳିତ ହୋଇଯାଇଛି | ବିଦ୍ୟାଧିପତି ହେଉଛନ୍ତି ଗଣେଶ | ପ୍ରତି ଶୁଭ କାର୍ଯ୍ୟରେ ବିନାୟକଙ୍କ ପୂଜା ଅନୁଷ୍ଠିତ ହୁଏ | ସେହି ବିଘ୍ନବିନାଶକ ପୂଜା ସମସ୍ତ ଶିକ୍ଷା ଅନୁଷ୍ଠାନ ରେ କରାଯାଇଥାଏ | ଉକ୍ତ କୋଚିଙ୍ଗ ସେଣ୍ଟରରେ ମଧ୍ୟ ପୂଜା ବହୁ ଆଡ଼ମ୍ବର ରେ ପୂଜା ଅର୍ଚ୍ଚନା ହୋଇଯାଇଛି | ଏହି ଦିନ ଉକ୍ତ କୋଚିଙ୍ଗ ସେଣ୍ଟର ର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର କର ପ୍ରତିନିଧି ଏବଂ ମୁଖ୍ୟ ପଣ୍ଡିତ ଧୃବେନ୍ଦ୍ର ମିଶ୍ର ରହିଥିଲେ | ସମସ୍ତ ଛାତ୍ର ଛାତ୍ରୀ ମଧ୍ୟ ଆନନ୍ଦ ରେ ଶ୍ରୀ ଗଣେଶଙ୍କୁ ପୂଜା କରିଥିଲେ | ଶେଷରେ କୋଚିଙ୍ଗ ସେଣ୍ଟର ସମସ୍ତ କର୍ମ କର୍ତ୍ତା ପିଲାମାନଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ |

Related posts

ଡ୍ରାଇଭର ଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ – ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ 

Sunil Chandra Nayak

କାମାକ୍ଷାନଗରର ହାତୀଖେଦ 

ବିଜ୍ଞାନ ଓ ଆଧ୍ୟାତ୍ମିକ ଶୀର୍ଷକ ଜାତୀୟ ସ୍ତରୀୟ ଦ୍ବିଦିବସୀୟ କର୍ମଶାଳା ଅନୁଷ୍ଠିତ

masiha

Leave a Comment

error: Content is protected !!