ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଓଡ଼ିଶା ବନ ଭିଜିଲାନ୍ସ ପକ୍ଷ ରୁ ଏକ କଲରାପତରିଆ ବାଘ ଛାଲ ଜବତ, ଜଣେ ଅଭିଯୁକ୍ତଙ୍କୁ ଗିରିଫ କରିଥିବା ସୂଚନା

ଓଡ଼ିଶା ବନ ଭିଜିଲାନ୍ସ ପକ୍ଷ ରୁ ଏକ କଲରାପତରିଆ ବାଘ ଛାଲ ଜବତ, ଜଣେ ଅଭିଯୁକ୍ତଙ୍କୁ ଗିରିଫ କରିଥିବା ସୂଚନା

ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ବିଭାଗ ଉଦ୍ୟାନବନ୍ଧ ରେଞ୍ଜ ଅନ୍ତର୍ଗତ କୁମୁଟିମୁଣ୍ଡା ଗ୍ରାମ ପାଖରୁ ଇନାୟତ ଅଲ୍ଲୀ ନାମକ ବ୍ୟକ୍ତି ଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛନ୍ତି। ବନ୍ୟଜନ୍ତୁ ବନ୍ୟ ପ୍ରାଣୀ ମାମଲା ରୁଜୁ କରି ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ବାଘ ଛାଲରୁ ଜଣାପଡୁଛି ଯେ ବାଘ ବୟସ ଏବଂ ଓଜନ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣା ନେଇ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଧାରା ୫୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

Related posts

ବିଶୋଇ ଥାନା ! ଡାହାଣୀ ସନ୍ଦେହ ନା ଜମିବାଡ଼ି ମାମଲା ! କାକା ଶଶୁର ତୀର ମାଡ଼ରେ ଘାଇଲା ଵୋହୂ

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

masiha

Leave a Comment

error: Content is protected !!