ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୋର୍ଟରେ ପୃଥକ ପୃଥକ ଘଟଣାରେ ଅଭିଯୁକ୍ତମାନଙ୍କୁ ଜୋରିମିନା ସହ କାରାଦଣ୍ଡ

ରାଇରଙ୍ଗପୁର କୋର୍ଟରେ ପୃଥକ ପୃଥକ ଘଟଣାରେ ଅଭିଯୁକ୍ତମାନଙ୍କୁ ଜୋରିମିନା ସହ କାରାଦଣ୍ଡ

ରାଇରଙ୍ଗପୁର – ୨୨/୦୯ ରାଇରଙ୍ଗପୁର‌କୋର୍ଟ ଅଧିନସ୍ଥ ଏସଡିଜିଏମ୍ କୋର୍ଟରେ ପୃଥକ ପୃଥକ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଆର୍ଥିକ ଦଣ୍ଡ ସହ କାରାଦଣ୍ଡ ଶୁଣାଇଲେ ଏସଡିଜିଏମ୍ ।ସୂଚନାଯୋଗ୍ଯ ତିରିଂଥାନା ଅନ୍ତର୍ଗତ ବାରୁଡିହି ଗ୍ରାମରେ ମାରପିଟ ମାମଲାରେ ପିଡିତ ସିନି ଵାରି ୨୪/୦୯/୨୦୨୩ ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏଵଂ ଥାନାରେ କେଶ ମାମଲା ୧୩୦/୨୩ ରୁଜୁ ହୋଇଥିଲା । ସେହି ଘଟଣାକୁ ନେଇ ଏସଡିଜିଏମ଼‌କୋର୍ଟରେ ଆଜି ଶୁଣାଣିରେ ୫ ଜଣ ସାକ୍ଷୀ ବୟାନ ଏଵଂ ପୋଲିସ ତଦନ୍ତ ରିପୋର୍ଟରେ ଶୁଣାଣି କରି ଅଭିଯୁକ୍ତ ଯେମା ପୂର୍ତ୍ତିଙ୍କୁ ଏସଡିଜିଏମ୍ ମନିନ୍ଦ୍ର ଭୂଷଣ ସାହୁ ୧ ମାସ ଜେଲ ଦଣ୍ଡ ସହ ୫୦୦ ଟଙ୍କା ଜୋରିମାନା ଦଣ୍ଡ ରାୟ ଦେଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବି ଚେତିଲାନି ପ୍ରଶାସନ 

masiha

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

Sunil Chandra Nayak

ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପର୍ବ : କଳାକାର ମହାସଂଘ

Sunil Chandra Nayak

Leave a Comment

error: Content is protected !!