ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡି ଦ୍ବାରା ରାଜ୍ୟସଭା ପ୍ରାର୍ଥୀ ଚୟନ

ନିରାଶ ହେଲା କଳାହାଣ୍ଡି,

ନିରାଶ ହେଲେ ଅନୁସୂଚିତ ଜାତି

ଲାଞ୍ଜିଗଡ଼,୨୯/୦୫(ମନିସ)-ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ଆଜି ଚାରିଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ! ସୁଲତା ଦେଓ, ମାନସରଞ୍ଜନ ମଙ୍ଗରାଜ ଓ ନିରଞ୍ଜନ ବିଶିଙ୍କ ନାମରେ ଦଳ ମୋହର ମାରିଥିବାବେଳେ ଡ. ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି ! ଦଳ ପକ୍ଷରୁ ଏଇ ଘୋଷଣା ପରେ ଏବେ ଦଳୀୟ ମହଲରେ ଅସନ୍ତୋଷ ବଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ! ଦଳର ଏକକ ସଂଖ୍ୟାଗରିଷ୍ଠତା ଦ୍ରୁଷ୍ଟିରୁ ଏଥର ଚାରିଜଣ ଯାକ ପ୍ରାର୍ଥୀ ବିଜୟୀ ହେବା ସମ୍ଭାବନା ରହିଛି ! ତେବେ ଗତ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ ଓ ଆଦିବାସୀ ବର୍ଗଙ୍କ ସଂରକ୍ଷଣ ହ୍ରାସ ପାଇବା ପରେ ବିଜେଡି ପକ୍ଷରୁ ଉଭୟ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ ଥଇଥାନ କରାଯାଇଛି ! ତେବେ ରାଜ୍ୟର ବ୍ରୁହତ୍ତର ଜନଗୋଷ୍ଠୀ ଅନୁସୂଚିତ ଜାତି ଶାସକ ଦଳ ପକ୍ଷରୁ ଦୀର୍ଘ ଦିନ ଧରି ଅବହେଳିତ ହୋଇଆସିଛି ! ଗତ ପଞ୍ଚାୟତ ନିର୍ବାଚନ ହେଉ କିମ୍ବା ସାଧାରଣ ନିର୍ବାଚନ ହେଉ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଅନୁସୂଚିତ ଜାତି ପ୍ରତି ଦଳ ବାରମ୍ବାର ଅଣଦେଖା କରିଆସିଛି ! ଆଜି ରାଜ୍ୟସଭା ସଦସ୍ୟ ପାଇଁ ଅନୁସୂଚିତ ଜାତିର ସଂଖ୍ୟାଧିକ ଦାବିଦାର ଥିବା ସତ୍ତ୍ବେ ଏଇ ଜାତିର କୌଣସି ବ୍ୟକ୍ତିଙ୍କୁ ଦଳ ପ୍ରାର୍ଥୀ କରିନାହିଁ ! ବାରମ୍ବାର ଏପରି କରିବା ଦ୍ବାରା ରାଜ୍ୟ କିମ୍ବା ଜାତୀୟ ସ୍ତରରେ ଏଇ ଜାତିର ପ୍ରତିନିଧିତ୍ବ ସ୍ରୁଷ୍ଟି ହୋଇପାରୁନାହିଁ ! ଯେଉଁ ସଂଖ୍ୟାଧିକ ଜାତିର ଲୋକେ ବିଜେଡିର ଏକ ବ୍ରୁହତ୍ତ ଭୋଟବ୍ୟାଙ୍କ ଭାବେ ଦୀର୍ଘ ବର୍ଷ ଧରି ବିଜେଡିକୁ ଶାସନ କ୍ଷମତାରେ ବସାଇ ଆସିଛନ୍ତି କିନ୍ତୁ ସେଇ ଅନୁସୂଚିତ ବର୍ଗଙ୍କୁ ସୁଯୋଗ ନଦେବା ଫଳରେ ଏଇ ଜାତିର ଲୋକେ ନିରାଶ ହୋଇ ପଡ଼ିଛନ୍ତି ! ଶାସକ ବିଜେଡି ଯଦି ଏଇ ସଂଖ୍ୟାଧିକ ବର୍ଗଙ୍କୁ ବାରମ୍ବାର ଅଣଦେଖା କରେ ତେବେ ଆଗାମୀ ଦିନରେ ଏହା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ଆଲୋଚନା ହେଉଛି ! ସେହିପରି କଳାହାଣ୍ଡି ଜିଲ୍ଲାରେ ଶାସକ ବିଜେଡି ପକ୍ଷରୁ ଆଶାୟୀ ଭାବେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ ପ୍ରମୁଖ ଥିବାବେଳେ ଦଳର ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି ! ଦଳର ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ଜିଲ୍ଲା ବିଜେଡି ପାଇଁ ବୁମେରାଂ ହୋଇପାରେ ବୋଲି ଆଲୋଚନା ହେଉଛି ! ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ ।

Related posts

ତୀର୍ଯ୍ୟକ

Sunil Chandra Nayak

କବିତା ସାହୁ ଙ୍କ କବିତା ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ 

ନବରଙ୍ଗପୁର_ଜୟପୁର ରେଳ ପ୍ରକଳ୍ପ ଡିସେମ୍ବର ୨୦୨୫ରେ କାମ ସରିବା ନେଇ ସନ୍ଦେହ ?

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort