ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ – ବିଜୁ ଜନତା ଦଳର ଆଦିବାସୀ କର୍ମୀ ସମ୍ମିଳନୀ

 ଢେଙ୍କାନାଳ :ଆଜି କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ବାଲିଗୁମା ଗ୍ରାମ ପଞ୍ଚାୟତର ଧୂଳିଗୋଠ ଠାରେ ଆଦିବାସୀ ମଞ୍ଚ ସଭାପତି କରୁଣାକର ହେମ୍ବ୍ରମ୍ ଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ଆଦିବାସୀ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ଼ାଃ ନୃସିଂହ ଚରଣ ସାହୁ ଯୋଗ ଦେଇ ସଙ୍ଗଠନ କୁ କିପରି ମଜଭୁତ କରାଯାଇ ପାରିବ ସେ ସମ୍ପର୍କ ରେ ଗୁରୁ ମନ୍ତ୍ର ପ୍ରଦାନ କରିବା ସହିତ ଆଦିବାସୀ ମାନଙ୍କ ଅଧିକାର, ଜୀବନ ସମ୍ପର୍କିତ ସାମାଜିକ ବ୍ୟାଖ୍ୟା କରିଥିଲେ । ତତ୍ ସହିତ ଜିଲ୍ଲା ପରିଷଦ ସଦସ୍ୟ ରସାନନ୍ଦ ପ୍ରଧାନ, ରମେଶ ଚନ୍ଦ୍ର ମିଶ୍ର, ସଙ୍ଗଠନ ଉପ ସଭାପତି କାହ୍ନୁ ମୁର୍ମୁ ସମେତ ବହୁ ଦଳୀୟ ନେତା,କର୍ମୀ ଉପସ୍ଥିତି ହୋଇଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମୟୂରଭଂଜ – ଦିବଂଗତ ବିଦ୍ୟାଳୟ ନିରୀକ୍ଷକ ଜ୍ଞାନେନ୍ଦ୍ର ଚୌଧୁରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଦାୟିତ୍ଵ ଗ୍ରହଣ

Sunil Chandra Nayak

କୋଲନରା ବ୍ଳକରେ ସଂଯୁକ୍ତା ହେଲେ ପଞ୍ଚାୟତ ସମିତି ଅଧ୍ଯକ୍ଷା

Sunil Chandra Nayak

Leave a Comment

error: Content is protected !!