ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହରିୟଣା ରାଜ୍ୟରେ ଓଡିଆ ପୁଅର କମାଲ

କୋକସରା,୨/୦୬ -( ମ ନି ସ ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣା ରେ ଆୟୋଜିତ ୟୁଥ୍ ପାର୍ଲିଆମେଣ୍ଟ ୨୦୨୨ ରେ ଓଡିଆ ପୁଅଙ୍କ କମାଲ। ସଂସଦୀୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୟୁଥ୍ ପାର୍ଲିଆମେଣ୍ଟ ୨୦୨୨ରେ ଓଡିଆ ପୁଅ ନାରାୟଣ ଚୌଧୂରୀ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ର ମନ୍ତ୍ରୀ ଭାବେ ଚୟନ ହେଇଥିଲେ ଏବଂ ପ୍ରତିଯୋଗିତାରେ ପୁରସ୍କାର ଲାଭ କରିବା ସହ ଆଗାମୀ ଦିନରେ ସଂସଦୀୟ ଭବନ ଦିଲ୍ଲୀ ରେ ହେବାକୁ ଥିବା ରାଷ୍ଟ୍ର ସ୍ତରୀୟ ୟୁଥ୍ ପାର୍ଲିଆମେଣ୍ଟ ରେ ମଧ୍ୟ ଚୟନ ହେଇଛନ୍ତି। ହରିୟାଣା ରାଜ୍ୟର ୬ ଜଣଙ୍କ ଚୟନ ହୋଇଥିବା ମଧ୍ୟରେ ଓଡ଼ିଆ ପୁଅ ନାରାୟଣ ଚୌଧୁରୀ ଅନ୍ୟତମ। ନାରାୟଣ ଚୌଧୁରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣା ରେ ପତ୍ରକାରିତା ଏବଂ ଜନସଂଚାର ବିଭାଗରେ ସ୍ନାତକ କରୁଛନ୍ତି।ସେ ଓଡ଼ିଶା ରାଜ୍ୟ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝିଗୁଡା ପଞ୍ଚାୟତ ଦାବ୍ରି ଗୁଡା ଗ୍ରାମର ବିଷ୍ଣୁ ଚୌଧୁରୀ ଓ ପ୍ରେମ ମଞ୍ଜରୀ ସାହୁ ଙ୍କ ସାନପୁଅ ଅଟନ୍ତି ।ସେ ନିଜ ଗାଁ ଦାବ୍ରି ଗୁଡା ସରକାରୀ ବିଦ୍ୟାଳୟ ରେ ପ୍ରଥମ ରୁ ଷଷ୍ଠ ଶ୍ରଣୀ ଯାଏଁ ପାଠ ପଢିବା ପରେ ୭ ମ ଶ୍ରେଣୀ ନିଜ ମାମୁଁ ଘର ଗାଁ ଦାସୀଗାଁ ରେ ପଢିଥିଲେ । ୮ ମ ରୁ ୧୦ ଜୟପାଟଣା ବ୍ଲକ ରେଙ୍ଗାଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଓ +୨ କୋକସରା କଲେଜ୍ ଓ ୩+ ବିଜ୍ଞାନ ରେ ସରକାରୀ ଡି ଏ ଭି କଲେଜ୍ କୋରାପୁଟ ରେ ଅଧ୍ୟୟନ ପରେ ପି ଜି ପାଠ ପାଇଁ ହରିୟଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନ କରୁଛନ୍ତି। ଛୋଟ ବେଳୁ ହିଁ ସେ ମେଧାବୀ ଛାତ୍ର ଥିଲେ । ବକୃତା, ଅଭିନୟ ପରି ବିଭିନ୍ନ ପ୍ରତିଯୋଗିତା ସେ ପ୍ରଥମ ସ୍ଥାନ ଅଧିକାର କରିଆସିଛନ୍ତି। ପୂର୍ବ ରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ କୁଳପତି ସମ୍ମାନ ମଧ୍ୟ ପାଇଛନ୍ତି। ସଂସଦୀୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୟୁଥ୍ ପାର୍ଲିଆମେଣ୍ଟ ୨୦୨୨ରେ ଓଡିଆ ପୁଅ ନାରାୟଣ ଚୌଧୂରୀ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ର ମନ୍ତ୍ରୀ ଭାବେ ଚୟନ ହେଇଥିଲେ। ଏବଂ ପ୍ରତିଯୋଗିତାରେ ପୁରସ୍କାର ଲାଭ କରିବା ସହ ଆଗାମୀ ଦିନରେ ସଂସଦୀୟ ଭବନ ଦିଲ୍ଲୀ ରେ ହେବାକୁ ଥିବା ରାଷ୍ଟ୍ରୀୟ ସ୍ତରୀୟ ୟୁଥ୍ ପାର୍ଲିଆମେଣ୍ଟ ରେ ମଧ୍ୟ ଚୟନ ହେଇଛନ୍ତି। ଖବର ପ୍ରସାରିତ ହେବା ପରେ ପରିବାର, ସମ୍ପର୍କୀୟ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Related posts

ଗାୟତ୍ରୀ ସିଂହ ଙ୍କ କବିତା ପାର୍ବଣେ ନବଦୁର୍ଗା

Sunil Chandra Nayak

ବେଆଇନ ଭାବରେ ଗଛିତ ୬୦୦ ବସ୍ତା ଧାନ ଜବତ 

masiha

ରାଧାମୋହନ ପୂଜାହାରୀ ଙ୍କ କବିତା ମହମବତୀର ତ୍ୟାଗ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort