ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

କୋକସରା,୧୫/୦୬ (ମ ନି ସ ) ବୁଧବାର କୋକସରା ପୋଲିସ ଚଢ଼ାଉ କରି ଦେଶୀ ମଦ ପାଉଚ ସହ ଜଣେ ଯୁବକକୁ ଥାନାକୁ ଆଣି ଅଟକ ରଖିଥିବା ନେଇ ସୁଚନା ମିଲିଛି। କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳ ଧଅଁରପୁର ପଞ୍ଚାୟତ ପାଇକପଡ଼ା ଗାଁ ର ନୀଳମଣି ବେହେରା(୨୪) ନାମକ ଜଣେ ଯୁବକ ରାସ୍ତା କଡରେ ମଦ ବିକ୍ରି କରୁଥିବା ନେଇ ପୋଲିସ ରେ ଅଭିଯୋଗ ହେବାପରେ ପୋଲିସ ଚଢ଼ାଉ କରିଥିଲା ଏବଂ ଚଢ଼ାଉ କରି ଯୁବକ ଠାରୁ ୪୦ ଟି ଦେଶୀ ମଦ ପାଉଚ ଜବତ କରି ଉକ୍ତ ଯୁବକକୁ ଆଣି କୋକସରା ଥାନାରେ ଅଟକ ରଖିବା ସହ କେଶ ନମ୍ବର ୧୪୦/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ସବ ଇନ୍ସପେକ୍ଟର ହେମନ୍ତ ପାତ୍ର ସୂଚନା ଦେଇଛନ୍ତି।

Related posts

ଜୁନାଗଡ଼ ଡାକ୍ତରଖାନାରେ ବ୍ଲଡ଼ ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଯୁବ କଂଗ୍ରେସ ର ଦାବୀ ପତ୍ର ପ୍ରଦାନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଡେଙ୍ଗୁ ରହିତ ମାସ ପାଳନ ପାଇଁ ସଚେତନତା କର୍ମଶାଳା

Sunil Chandra Nayak

ବିଦ୍ୟାଳୟରେ ବୃକ୍ଷ ରୋପଣ ନେଇ ଦକ୍ଷତା ବୃଦ୍ଧି ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!