ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ୱାଧୀନତା ର ୭୬ବର୍ଷ ର ସ୍ୱର୍ଣୀମ ଅଧ୍ୟାୟ – ଭାଜପା ର ଗ୍ରାମାଞ୍ଚଳ ପ୍ରତିଭା ସମ୍ମାନ

ସମ୍ବର୍ଦ୍ଧିତ ହେଲେ ପ୍ରମୋଦ ପଣ୍ଡା ଓ କେଦାର ନାଥ ପୂଝାରୀ ।

ଧର୍ମଗଡ:୧୭/୬/୨୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଙ୍କର ଦ୍ବିତୀୟ ପାଳିର ତୃତୀୟ ବର୍ଷର ଉପଲବ୍ଧି ତଥା ସ୍ବାଧୀନତାର ୭୬ ବର୍ଷ ଅତିକ୍ରମ ସ୍ବର୍ଣ୍ଣିମ ଅଧ୍ଯାୟକୁ ଲୋକାଭିମୁଖି କରିବା ପାଇଁ ଗ୍ରାମାଞ୍ଚଳର ପ୍ରତିଭା ଅନ୍ୱେଷଣ ତଥା ସ୍ବକୀୟ ପରିଚୟ ସୃଷ୍ଟି କରିଥିବା ଶିକ୍ଷାବିତ୍, ସୁସାହିତ୍ଯିକ, ସୁଲେଖକ, ଗାଳ୍ପିକ ଏବଂ ସମାଜର ବିଭିନ୍ନ ବିଚାରଧାରା ରେ ସାମୁହିକ ଭାବରେ ନିଜକୁ ସାମିଲ୍ କରି ପାରିଥିବା ବ୍ଯକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହି ଅବସରରେ ଅଞ୍ଚଳ ର ଦୁଇଜଣ ପ୍ରତିଭାଦୀପ୍ତ ଶିକ୍ଷାବିତ୍ ଅବସର ପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଓ କେଦାରନାଥ ପୁଝାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

       ଶିକ୍ଷକ ପ୍ରମୋଦ ପଣ୍ଡା ଦୀର୍ଘ ତିରିଶ ବର୍ଷ ଧରି ବିନା ଦରମାରେ ବଡଫୁର୍ଲା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି । ଶିକ୍ଷା ଦାନ ପ୍ରତି ତାଙ୍କର ତ୍ୟାଗ ଓ ନିଷ୍ଠା କୁ ସମ୍ମାନ ଜଣାଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସେହି ପରି ନିଜର ଲେଖନୀମୁନର ସାରସ୍ବତ ସାଧନାକୁ ନେଇ ପରିଚିତ ଶିକ୍ଷକ କେଦାର ନାଥ ପୁଝାରୀ ଅଠତିରିଶ ବର୍ଷ ଧରି ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନ କରିବା ସହ ଶିକ୍ଷାଦାନ ସମୟରୁ ଅଦ୍ୟାବଧି କଳାହାଣ୍ଡିଆ ଭାଷାରେ ଅନେକ କବିତା, ଗୀତି କବିତା, ଭଜନ ଓ ଜଣାଣ ଏବଂ କ୍ଷୁଦ୍ର ଗଳ୍ପ ରଚନା କରି ଅନେକ କ୍ଷାତି ଅର୍ଜିଛନ୍ତି । ଉଭୟ ପ୍ରିତିଭାଧର ବ୍ଯକ୍ତିତ୍ବ ଙ୍କୁ ଭାଜପା ପକ୍ଷ ରୁ ସମ୍ବର୍ଧିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଶିକ୍ଷାପ୍ରକୋଷ୍ଠ ର ଆବାହକ ଜଗବନ୍ଧୁ ମିଶ୍ରଙ୍କ ନେତୃତ୍ବରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ନଗର ମଣ୍ଡଳ ସଭାପତି ହରେକୃଷ୍ଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ଯ ଧନଞ୍ଜୟ ପାତ୍ର , ଜିଲ୍ଲାର ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପାଟ୍ଟଯୋଶୀ, ଧର୍ମଗଡ ନଗର ପାଳ ଶ୍ରୀ ଯୁକ୍ତ ଅଶୋକ କୁମାର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରବୀଣ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଆମ୍ ଆଦମୀ ପାର୍ଟି ବେରୋଜଗାର ଯୁବକ ଯୁବତୀ ଙ୍କୁ ଭତ୍ତା ର ସୁନେଲୀ ସପ୍ନ ଦେଖାଇଲା ?

Sunil Chandra Nayak

ବିଦ୍ୟୁତ ବିଭାଗରେ ଶକ୍ତି ଅପଚୟ

Sunil Chandra Nayak

ଖଡ଼ିଆଳ ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜ ପକ୍ଷରୁ ସର୍ଵଭାରତୀୟ ଜୁନିୟର ଖୋ ଖୋ କ୍ରୀଡା ପ୍ରତିଯୋଗିତା ଆରମ୍ଭ , ୧୦ ଗୋଟି ରାଜ୍ୟର କୋଡିଏଟି ଦଳ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort