ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ

କୋକସରା,୭/୭- ( ମ ନି ସ  ) ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଥିବା ବେଳେ ଗୁରବାର କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ର ଏନ.ଏନ.ଏସ, ଏନ.ସି.ସି ଓ ୟୁଥ ରେଡ଼କ୍ରସ ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋକସରା ବିଡ଼ିଓ ମନୀଷା ଦାସ, କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ଉପସ୍ଥିତ ରହି ଗ୍ଲୋବାଲ ୱାରମିଙ୍ଗ ଦ୍ୱାରା ଜଳବାୟୁ ଓ ପରିବେଶ ପ୍ରଦୂଷିତ ର ବଳୟ ମଧ୍ୟରେ ରହିଛି, ପରିବେଶ ଓ ମଣିଷ ସମାଜ କୁ ସୁସ୍ଥ ଓ ନିରାମୟ ରଖିବା ପାଇଁ ବୃକ୍ଷରୋପଣ ଏକମାତ୍ର ବିକଳ୍ପ ବୋଳି ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ୟୁଥ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ସୁବ୍ରତ ବେହେରା, ଏନସିସି ପରାମର୍ଶ ଦାତା ଅଧ୍ୟାପକ ଅଇରି ନାସନ ଚିନ୍ଦା, ଏନ.ଏସ.ଏସ ଲେଫ୍ଟେନାଣ୍ଟ କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଅଧ୍ୟାପକ ପୁଷ୍ପରାଜ ମେହେର, ଯୁବ ସଙ୍ଗଠକ କୋପନେଶ୍ୱର ବେମାଲ ସମେତ ଏନ.ଏସ .ଏସ, ଏନ.ସି.ସି ଓ ୟୁଥ ରେଡ଼କ୍ରସ ର ଛାତ୍ରଛାତ୍ରୀ ଉପସ୍ଥିତ ରହି ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

Related posts

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

Sunil Chandra Nayak

ଖସିଗୁଡ଼ାରେ ଗଢିଲା ତିନି ଠାକୁରଙ୍କ ୩ ରଥ

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ “ଶୀର୍ଷକ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort