ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡଦୁନ୍ଦୁ ମସଜିଦରେ ମୁସଲମାନ ସଂପ୍ରଦାୟର ଲୋକେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରାର୍ଥନା

ମୟୂରଭଞ୍ଜ -୧୮)୭/୨୨ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଳକର ବଡଦୁନ୍ଦୁ ପଞ୍ଚାୟତର ବଡଦୁନ୍ଦୁ ଗ୍ରାମରେ ସଂଖ୍ୟାଲଘୁ ସଂପ୍ରଦାୟ ତରଫରୁ ଅମିର ଶାହ ବାବା ରହମତୁଲ୍ହା ଆଲାଇ ଦାରଘାରେ ସାମୁହିକ ପ୍ରାର୍ଥନା ସହ ଚାଦର ଚଢାଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ଯ ସଂଖ୍ୟାଲଘୁ ସଂପ୍ରଦାୟର ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ,, ଉପସଭାପତି ସେକ ରଫିକ, ପଶ୍ଚିମ ମୟୂରଭଞ୍ଜ ମୋର୍ଚ୍ଚା ସଭାପତି ଅବଦୁଲ ଲତିଫ,ଏଡି ଅନଓ୍ବାରୁଲ ହକ ,ଏମଡି ଆକଵରଙ୍କ ସମେତ ବହୁ ସ୍ଥାନୀୟ ସଂଖ୍ୟା ଲଘୁ ସଂପ୍ରଦାୟର ଲୋକେ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଶିକ୍ଷକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ

Sunil Chandra Nayak

ରୀକ୍ଷିରାମ ମେହେର ଙ୍କ କବିତା ମୁଠାଏ ସପନ 

Sunil Chandra Nayak

ଜଳସେଚନ ପାଇଁ ମେଗାଲିଫ୍ଟ ନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରିଲେ ମୂଷାପାଲି ପଞ୍ଚାୟତ ଚାଷୀ

Sunil Chandra Nayak

Leave a Comment

error: Content is protected !!