ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନୁଦାନ ଦାବିରେ ମହାବିଦ୍ୟାଳୟ ଆଗରେ ଧାରଣା

ବାଲେଶ୍ଵର,୨୦/୭/୨୨ – ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ନଦିଗାଁ ନିକଟସ୍ଥ କୁଡେଇ ମହିଳା ମହାବିଦ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଅଧ୍ୟାପକ ଓ କର୍ମଚାରୀ । ୨୦୦୮ ପରବର୍ତ୍ତୀ ଅଧ୍ଯାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ପ୍ରଦାନ ଦାବିରେ ମହାବିଦ୍ୟାଳୟର ଫାଟକ ସାମ୍ନାରେ ଧାରଣା ଦେଇଥିବାର ଦେଖାଯାଇଥିଲା ।  ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ବିଶ୍ଵରଞ୍ଜନ ଦାସଙ୍କରୌ ଆହ୍ବାନ କ୍ରମେ ଆଦ୍ୟ ତା ୨୦/୭/୨୨ ରିଖ ଦିବା ୧୧ ଘଟିକା ଠାରୁ କାର୍ଯ୍ୟ ବନ୍ଦ କରି ଅନୁଦାନ ଦାବିରେ ଅଧ୍ୟାପକ ଓ କର୍ମଚାରୀ ମାନେ ମହା ବିଦ୍ୟାଳୟ ଫାଟକ ସାମ୍ନା ଧାରଣାରେ ବସି ଥିଲେ । କୁଡେଇ ମହିଳା ମହାବିଦ୍ୟାଳୟ ର ୨୦୦୮ ମସିହା ପରବର୍ତ୍ତୀ ଅଧ୍ୟାପକ, ଅଧ୍ଯାପିକା ଓ କର୍ମଚାରୀ ମାନେ ସରକାରଙ୍କର ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ଥିଲେ । ଦୀର୍ଘ ୯୬ ଦିନ ଧରି ଭୁବନେଶ୍ୱର ଗାନ୍ଧି ମାର୍ଗରେ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ ରାଜ୍ୟ ସରକାରଙ୍କର ନୀରବତା କାରଣରୁ ଉକ୍ତ ଅନୁଦାନ ସତ୍ୟାଗ୍ରହ ଆନ୍ଦୋଳନ ସମଗ୍ର ରାଜ୍ୟରେ ସମସ୍ତ ମହାବିଦ୍ୟାଳୟ ସ୍ତରକୁ ବ୍ୟାପିବାରେ ଲାଗିଛି । ଆଗାମୀ ଦିନରେ ସରକାର ଯଦି ଅନୁଦାନ ପ୍ରଦାନ ଦିଗରେ କୋୖଣସି ପଦକ୍ଷେପ ନ ନିଅନ୍ତି ତେବେ ଏଇ ଆନ୍ଦୋଳନ ଭୁବନେଶ୍ୱରରେ ଜାରି ରହିବା ସହିତ ମହାବିଦ୍ୟାଳୟ ଓ ପଞ୍ଚାୟତ ଗାଁ ଗାଁ କୁ ବ୍ଯାପୀବ ବୋଲି ରାଜ୍ୟ ସମ୍ପାଦକ, ଅଧ୍ଯାପକ ଓ କର୍ମଚାରୀ ପ୍ରକାଶ କରିଛନ୍ତି । ଏଥିପ୍ରତି ଓଡ଼ିଶା ସରକାର ଯଦି ଦୃଷ୍ଟି ନ ଦେବେ ଆଗାମୀ ଦିନରେ ଯାହା ଘଟିବ ସେଥିପାଇଁ ଓଡ଼ିଶା ସରକାର ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।ଏହି ଧାରଣାରେ ରାଜ୍ୟ ସମ୍ପାଦକ ତଥା ବାଲେଶ୍ଵର ବିଭାଗ ସମ୍ପାଦକ ପ୍ରିୟ ବ୍ରତ ମହାପାତ୍ର, ମହାବିଦ୍ୟାଳୟ ସଂଯୋଜକ ପ୍ରଫୁଲ୍ଲ କୁମାର ପାତ୍ର, ସଂଯୋଜିକା ଜ୍ୟୋସ୍ନା ରାଣୀ ପାତ୍ରଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ୨ ଘଣ୍ଟିଆ କାର୍ଯ୍ୟ ବନ୍ଦ ଧାରଣାରେ ସାମିଲ ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ନିଉଜ୍

Related posts

ସ୍ବର୍ଗତ ରାଧା ଚରଣ ବାରିକ ପରିବାର ର ୮୦ ଜଣ ସଦସ୍ୟ ଏକା ସାଙ୍ଗରେ ନୂଆଖାଇଲେ

Sunil Chandra Nayak

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort