ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ସ୍ତନ୍ଯପାନ ସପ୍ତାହ ପାଳିତ

ଥୁଆମୂଳ ରାମପୁର:୩/୮:- ମ.ନି.ସ:- ଆଜି ବିଶ୍ବ ସ୍ତନ୍ୟପାନ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦରମହକୁମାରେ ଥିବା ଅଙ୍ଗନବାଡି – ୧,କେନ୍ଦ୍ର ଠାରେ CARE INDIA ତରଫରୁ ବିଶ୍ବ ସ୍ତନ୍ଯପାନ ସପ୍ତାହ care India ର CRP ଲମ୍ବୋଦର ନାଏକଙ୍କ ପ୍ରତିନିଧିତ୍ଵ ରେ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ଯକ୍ରମ ରେ ଏଏନଏମ୍ ଶ୍ରୀମତୀ ଜାମିନୀ ନାଏକ ଅଙ୍ଗନବାଡି କର୍ମୀ ଶ୍ରୀମତୀ ରାଜକୁମାରୀ ଛତ୍ରୀଆ, ବିନୋଦିନୀ ନାଏକ,ଶ୍ରୀମତୀ କ୍ଷୀରମଣୀ ନାଏକ, ଆଶା ଶ୍ରୀମତୀ ହିମାଦ୍ରୀ ଦୁର୍ଗା ପ୍ରମୁଖ ଉପସ୍ଥିତି ରେ ପାଳନ କରାଯାଇଥିଲା। ଏହି ଉତ୍ସବରେ ଗର୍ଭବତୀ ଓ ପ୍ରସୂତୀ ମାଁ ମାନେ ଉପସ୍ଥିତ ହୋଇଥିଲେ। ଏହି ବିଶ୍ବସ୍ତନ୍ଯ ପାନ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଁର ପ୍ରଥମ କଷ କ୍ଷୀର ଶିଶୁମାନଙ୍କ ପାଇଁ ଅମୃତ ତୁଲ୍ୟ ହୋଇଥାଏ, ଏହି ବାର୍ତ୍ତା ସମାଜର ପ୍ରତ୍ୟେକ ମାଁ ପାଇଁ ଜରୁରୀ ରହିଛି। ଶିଶୁର ଭବିଷ୍ୟତ ମାଁର କ୍ଷୀରକୁ ନେଇ ଗଠନ ହୋଇଥାଏ। ଛଅ ମାସ ହୋଇଗଲେ ମାଁ କ୍ଷୀର ସହିତ ତରଳ ଖାଦ୍ୟ ଖୁଆଇବା ଶିଶୁର ଦେହ ପକ୍ଷେ ହିତ କର ହୋଇଥାଏ। ସଚେତନତା ସୃଷ୍ଟି କରିବା ନେଇ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଥାଏ। ପ୍ରତ୍ୟେକ ମାଁ ମାନେ ଏହାକୁ ହୃଦୟଙ୍ଗମ କରି କାର୍ଯ୍ଯରେ ଲଗାଇବା ନିହାତି ଜରୁରୀ ରହିଛି ବୋଲି ଉପସ୍ଥିତ କର୍ମକର୍ତ୍ତା ସନ୍ଦେସ ଦେଇଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କବି ରାଜୀବ ପାଣିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ସ୍ବସ୍ତି ସାହିତ୍ୟ ସଂସଦ

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ରଖିବୁ ପଣତ ତଳେ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକରେ ମୁଖ୍ଯମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଯୋଗ୍ୟ କଳାକାର ଚୟନ କାର୍ୟ୍ଯକ୍ରମ ପ୍ରାରମ୍ଭ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort