ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂର୍ଚ୍ଛନା ସାହିତ୍ୟ ସଂସଦର କବିତା ପାଠୋତ୍ସବ

ଜୁନାଗଡ଼,୨୩/୮(ମ ନି ସ) ମୂର୍ଚ୍ଛନା ସାହିତ୍ୟ ସଂସଦ ତରଫରୁ ସ୍ଥାନୀୟ ଚମେଲି ଦେବୀ ମହିଳା ମହାବିଦ୍ୟାଳୟ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅତିଥି ଭାବେ କବି.କୈଳାସ ରାଉତ, ସମାଜସେବୀ ଉଦ୍ଧବ ସାହୁ,ସୀମାନ୍ତରେ ନାଗ ,ଅଜୟ ଦାସ ଓ କବି ସୁଧୀର ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ। ମଞ୍ଚ ପରିଚାଳନା କରଥିଲେ ପ୍ରେମଲାଲ ବାଗ,କବିତା ସଂଯୋଜନା ଭାଗିରଥୀ ସାଗର କରିଥିବାବେଳେ ପଲ୍ଲବୀ ଦାସ ଓ ନବୀନ ସାହୁ, ଚାଇଁୟା ମୂରୁଖ,ମାନିନୀ ମେହେର ,ନିରଞ୍ଜନ ସାହାଣି,ଦିନେଶ ମେହେର ,ଚିନ୍ମୟ ପଣ୍ଡା ଓ ୩୫ ଜଣ କବି ସ୍ଵରଚିତ କବିତା ପାଠ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ମୋଟେର ଠାରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

Sunil Chandra Nayak

ଗୁଜରାଟ ଓ ଦକ୍ଷିଣ କୋରିଆ ଦୁର୍ଘଟଣାରେ ମୃତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!