ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ “୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ, ବହୁବିଧ ପ୍ରକଳ୍ପ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ

ମୟୂରଭଞ୍ଜ -୩୧/୮/୨୨(ମସିହା) ମୟୂରଭଂଜ ଜିଲ୍ଲାର ୧୯୬୨ ମସିହାରେ ସ୍ଥାପିତ ୧୫ ଟି ଓ୍ବାର୍ଡ କୁ ନେଇ ଗଠିତ ରାଇରଙ୍ଗପୁର ଏନଏସି ଏବଂ ପରେ ପୌରପାଳିକା ହୋଇଥିବା ରାଇରଙ୍ଗପୁର ପୌରପାଳିକା ତରଫରୁ ୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ମହାସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ରାଜ୍ୟସଭା ସାଂସଦ ମମତା ମହାନ୍ତି,ଅନ୍ୟତମ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଅନ୍ୟତମ ଅତିଥି ମୋରଡା ବିଧାୟକ ରାଜ କିଶୋର ଦାସ,ଅନ୍ୟତମ ଅତିଥି ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ, ରାଇରଙ୍ଗପୁର ପୌରାଧିକାରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଶତପଥୀ,ପୌର କାଉନସିଲର ବୃନ୍ଦ ଯୋଗ ଦେଇଥିଲେ । ରାଇରଙ୍ଗପୁର ର ସର୍ବାଙ୍ଗୀନ ବିକାଶ ପାଇଁ ଦଳ ମତ ନିର୍ବିଶେଷରେ ପ୍ରଶାସନ,ଜନ ସାଧାରଣ ସହଯୋଗ କରିବା ପାଇଁ ଅତିଥି ଗଣ କହିଥିଲେ । ରାଇରଙ୍ଗପୁର ପୌର ପାଳିବା ତରଫରୁ ନବ ନିର୍ମିତ ରାଇରଙ୍ଗପୁର ପୌରପାଳିକାର ନୂତନ ଗୃହ,ଶହୀଦ ବିର୍ଶା ମୁଣ୍ଡା ପାର୍କ,ଆଦର୍ଶ ଶ୍ମଶାନ ଘାଟ,କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏବଂ ବାସହୀନମାନଂକ ଆଶ୍ରୟସ୍ଥଳୀ ଅତିଥି ଗଣଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ରାଇରଙ୍ଗପୁର ପୌରପାଳିକାରେ ବିକାଶର ପଦଚିହ୍ନ ପଡ଼ିଛି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଗଣ ସ୍ୱାୟତ୍ତ ଦିବସର ଉଦେଶ୍ୟ ଉପରେ ମତ ରଖିଥିଲେ । ପ୍ରଶାସନିକ ତରଫରୁ ସବୁବେଳେ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

 

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ଅକ୍ଷୟ ତୃତୀୟା

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

masiha

ରଙ୍ଗ ର ଖେଳ ହୋଲି ରେ ରଙ୍ଗୀନ ହେଲେ ଛାତ୍ର ମହଲ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort