ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ବାମୀ ଶିବାନନ୍ଦଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା/ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଡଃ କିଶୋରୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବାମୀଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ପ୍ରଦତ୍ତ କୋଡିଏଟି ଆଧ୍ୟାତ୍ମିକ ନିୟମ,ଆଦର୍ଶ, ନୀତିବାଣୀ ଓ ଆଧ୍ୟାତ୍ମିକ ଉପଦେଶ ସଂପର୍କରେ ଆଲୋଚନା କରିଥିଲେ । ସଂଘର ଉପଦେଷ୍ଟା ପ୍ରକାଶ କୁମାର ପଣ୍ଡା ଦିବ୍ୟଜୀବନ ସଂଘର ନୀତି ଓ ଆଦର୍ଶ ସ୍ବାମୀ ଶିବାନନ୍ଦଙ୍କ ଅବଦାନ ବୋଲି କହିଥିଲେ । ପ୍ରାରମ୍ଭରେ ସମସ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗୁରୁପାଦ ପୂଜା,ଜୟ ଗଣେଶ କୀର୍ତ୍ତନ,ଗୁରୁ ସ୍ତ୍ରୋତ,ଗୀତା ପାଠ, ହନୁମାନ ଚାଳିଶା ପାଠ କରାଯାଇଥିଲା । ସାଧାରଣ ସାଧାରଣ ସଂପାଦକ କବିବର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରଦ୍ଧାଳୁ ମାନେ ସକାଳ ୬ଟାରେ ପ୍ରଭାତ ଫେରୀ,ଯୋଗାସନ ଓ ପ୍ରାଣାୟମ କରିଥିଲେ । ସଂଧ୍ୟା ସତସଂଗରେ ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କ ୧୩୫ ତମ ଜନ୍ମଦିନ ଉଦ୍ଦେଶ୍ୟରେ ୧୩୫ଟି ଦୀପ ଯଜ୍ଞ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପାଣ୍ଡବ ବେହେରା,ବିଜୟ ଅଗ୍ରୱାଲ,କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ସୁରେନ୍ଦ୍ର ବେହେରା, ରୁଦ୍ରନାରାୟଣ ତ୍ରିପାଠୀ,ବ୍ରଜକିଶୋର ପାଣି, ରାଜେନ୍ଦ୍ର ନାରାୟଣ ହୋତା,ଦିଗମ୍ବର ପାଢୀ, କେଦାର ବେହେରା,ଚିନ୍ମୟ କୁମାର ଦାଶ, କାର୍ତ୍ତିକ ବରାଳ,ବାଳକୃଷ୍ଣ ମହରଣା,ସର୍ବେଶ୍ବର ମାନସିଂହ,ଉମେଶ କୁମାର ପୃଷ୍ଟି,ନିବେଦିତା ସାହୁ, ମୀନତି ତ୍ରିପାଠୀ, ସ୍ମୃତିରେଖା ସାହୁ, ଜ୍ୟୋତି ମହାନ୍ତି ପ୍ରମୁଖ ସ୍ବାମୀଜୀଙ୍କ ଜୀବନୀ ସଂପର୍କରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

Sunil Chandra Nayak

କସ୍ତୁରୀ ର ସାଂସ୍କୃତିକ ମହୋତ୍ସବ ୨୦୨୨ ପାଇଁ ପ୍ରସ୍ତୁତି..

Sunil Chandra Nayak

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଶତ ବାର୍ଷିକୀ ସମାରୋହ ପାଳିବ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort