ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡିତ ଦିନଦୟାଳ ଉପାଧ୍ୟୟଙ୍କ ଜନ୍ମ ଦିବସ ପାଳିତ 

ବ୍ୟୁରୋ ନିଉଜ -:  ଗୋଲାମୁଣ୍ଡା ବ୍ଲକ ର 9ଟି ଶକ୍ତି କେନ୍ଦ୍ର ଠାରେ ପଣ୍ଡିତ ଦିନଦୟାଳ ଉପାଧ୍ୟାୟଙ୍କ ଜନ୍ମ ଦିବସ ପାଳିତ ହୋଇ ଯାଇଛି l ଖାଲିଆକାନୀ ଶକ୍ତି କେନ୍ଦ୍ରରେ ବିଜେପି ବ୍ଲକ ମଣ୍ଡଳ ସଭାପତି ପ୍ରଦୀପ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ପଣ୍ଡିତ ଉପାଧ୍ୟାୟଙ୍କ ଜୀବନୀ ଓ କୃତିତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ l ଶକ୍ତି କେନ୍ଦ୍ର ପ୍ରମୁଖ ନକୁଳ ରାଉତ, ସହ ପ୍ରମୁଖ ସୁମେଶ୍ୱର ନାଏକ, ପ୍ରଭାରୀ ଦିଗାମ୍ବର ଦାସ,ସାଧାରଣ ସମ୍ପାଦକ ବୈଶାଖୁ କେତକୀ, ତଥା ଅନ୍ୟାନ୍ୟ ବ୍ୟକ୍ତି ବୃନ୍ଦ ଯୋଗ ଦେଇଥିଲେ lସେହିପରି ଖଲିଆପାଲି ରେ ପ୍ରଭାରୀ ଦୁଃଶାସନ ବାଗ, ଶକ୍ତି କେନ୍ଦ୍ର ପ୍ରମୁଖ ସରୋଜ ମୁଣ୍ଡ,ସହ ପ୍ରମୁଖ ଦୁର୍ବଳ ନାଏକ ତଥା ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

Related posts

ପର୍ଯ୍ୟଟନ,ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ସହ ରାଇରଙ୍ଗପୁର ପୌରପରିଷଦର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!