ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅତିରିକ୍ତ ତହସିଲଦାର ଙ୍କୁ ବିଦାୟ ସମ୍ବର୍ଧନା

ଚନ୍ଦାହାଣ୍ଡି (ମ ନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ତହସିଲ ରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ ଙ୍କୁ ତହସିଲ କର୍ମଚାରୀ ଙ୍କ ତରଫରୁ ବିଦାୟ କାଳିନ ସମ୍ବର୍ଧନା ପ୍ରଦାନ କରାଯାଇଛି । ଚନ୍ଦାହାଣ୍ଡି ତହସିଲଦାର ଜି ରଶ୍ମିରେଖା ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ବୈଠକରେ ତହସିଲ ର ସମସ୍ତ କର୍ମଚାରୀ ଯୋଗ ଦେଇ ଶ୍ରୀ ପୁଜାରୀ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଧନା ପ୍ରଦାନ କରିଥିଲେ । ତାଙ୍କୁ କୋରାପୁଟ ଜିଲ୍ଲା କୋଟପାଡ ତହସିଲକୁ ବଦଳି ହୋଇ ଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ରେ ରାଜସ୍ବ ଉପପରିଦର୍ଶକ ଦୟାନିଧି ଜାନି, ରାଜସ୍ବ ନିରୀକ୍ଷକ ମନିସା ଦଣ୍ଡସେନା,ବୁଲୁ ପ୍ରଧାନ,ସୁବ୍ରତ ମିସ୍ତ୍ରୀ, ପଦଲାମ ନାୟକ, ଗଣପତି ମାଳି, ରୂପେନ୍ଦ୍ର ନାଗେଶ, ଅନନ୍ତ ସିହ୍ନା,ରଣଦେବ ମଣ୍ଡଳ, ପ୍ରଭାତ ବେହେରା,ହରେକୃଷ୍ଣ ପୁଜାରୀ,ଲାଲୁ ପ୍ରସାଦ ବାଘ, ଯତିନ୍ଦ୍ର ଗୋପାଳ,ଗଣେଶ ମାଝୀ, ପରମାନନ୍ଦ କେତକୀ , ମହନ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଲୀପ ଦାସ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା କାକ ସଭା

Sunil Chandra Nayak

ପାଣି ଘେରରୁ ୧୨ଜଣ ଶ୍ରମିକକୁ ଉଦ୍ଧାର କଲା ପ୍ରଶାସନ

Sunil Chandra Nayak

ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର ରୁ ଚୋରି ଅଭିଯୋଗ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort