ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୩୮ତମ ପିଙ୍ଗୁଆ କପ ଉଦଘାଟିତ, ଭୁବନ ବିଜୟ

ଢେ଼ଙ୍କାନାଳ (ମ ନି ସ) ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଗ୍ରୀନ ପାର୍କ ମିନି ଷ୍ଟାଡିଅମ ରେ ୩୮ତମ ପିଙ୍ଗୁଆ କପ ଟି-୨୦ କ୍ରିକେଟ ଉଦଘାଟିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଗଁଦିଆ ପଂଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ଖଟୁଆ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ଶ୍ରୀନିବାସ ସାହୁ, ପୂର୍ବତନ ସରପଞ୍ଚ ଆମ୍ବୁଜ କୁମାର ସାହୁ,ସାମାଜିକ କର୍ମୀ ମନୋଜ ବେହେରା ଯୋଗଦେଇଥିଲେ।ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ବାରିକ,ସମ୍ପାଦକ ପୀତବାସ ବାରିକ ଏହି ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଜିର ଉଦଘାଟନ ମ୍ୟାଚ ରେ ବିସିସି ଭୁବନ ,ଟିସିସି କଟକକୁ ଭେଟିଥିଲା। ଟସ ହାରି ଭୁବନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଗୋଟି ୱିକେଟ ହରାଇ ୩୦୦ ରନ ସଂଗ୍ରହ କରିଥିଲା।ଦଳ ତରଫରୁ ମନୋଜ ସେଠି ଆକର୍ଷଣୀୟ ୧୨୭ ରନ ଓ ଶୁଭେନ୍ଦୁ କୁମାର ୫୦ ରନର ଉପଯୋଗୀ ଇନିଂସ ଖେଳିଥିଲେ।କଟକ ଦଳର ଏମ ଡି ସଲିମ ଓ ସନ୍ଦୀପ ମିଶ୍ର ୨ ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।୩୦୧ରନର ବିଜୟ ଲକ୍ଷ୍ୟ ନେଇ କଟକ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୨୩୩ ରନ କରିବାକୁ ସମର୍ଥ ହୋଇଥିଲେ।ବିଜୟୀ ଦଳର ମନୋଜ ସେଠି ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ଆସନ୍ତା କାଲିର ମ୍ୟାଚ ବଡଚନା ଓ କିଆଝର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଙ୍କ ଠାରୁ ପ୍ରକାଶ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଗଜଲକ୍ଷ୍ମୀ ପୂଜାପାଇଁ ଉତ୍ସବ ମୁଖର ଜୁନାଗଡ଼ ସହର

Sunil Chandra Nayak

ବର୍ଷା କାରଣରୁ ବାତିଲ ହେଲା ଅଲ ଇଣ୍ଡିଆ ଏନ ସି ସି ପର୍ବତାରୋହଣ କାର୍ଯ୍ୟକ୍ରମ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ନୂଆଖାଇ ପର୍ବ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort