ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଏହି ଦୁନିଆଁକୁ ଆଣିଥିଲ ମତେ

ଏହି ଦୁନିଆଁକୁ ଆଣିଥିଲ ମତେ

ସୁରେନ୍ଦ୍ର କୁମାର ବେହେରା

ଏହି ଦୁନିଆଁକୁ ଆଣିଥିଲ ମତେ
ନିଳାଦ୍ରୀ କଳା ଗୋସାଇଁ
ଦୁଃଖ ସାଗରରେ ନିତି ମୁଁ ଭାସୁଛି
ପାରିକରି ଦିଅ ସାଇଁ ।0।
ଦୁନିଆଁ ଦାଣ୍ଡରେ ନିତି ଲୋକହସା
ହାତ ପାତି ଏଠି ସେଠି
କିଏ କେତେକଣ ଖାଉଛି ପିନ୍ଧୁଛି
ମୋକପାଳେ ପୋଡା ରୁଟି 
ତୁମ ବିନା ପ୍ରଭୁ କେହିଜଣେ ମୋର
ଆପଣାର ଏଠି ନାହିଁ
ଏହି ଦୁନିଆଁକୁ ଆଣିଥିଲ ମତେ
ନିଳାଦ୍ରୀ କଳା ଗୋସାଇଁ ।1।
ଦୁଃଖୀ ମଣିଷକୁ ସଂସାର ହାଟରେ
ନେଉଛ କେତେ ପରୀକ୍ଷା
ଅମଡା ବାଟରେ ହୁଏ ବାଟ ବଣା
ଭାବଗ୍ରାହୀ ବାଟ ଦେଖା
ଆହେ ପ୍ରାଣସଖା କରି ଅଣଦେଖା
କନ୍ଦାଉଛ ଏତେ କାହିଁ
ଏହି ଦୁନିଆଁକୁ ଆଣିଥିଲ ମତେ
ନିଳାଦ୍ରୀ କଳା ଗୋସାଇଁ ।2।

ସୁରେନ୍ଦ୍ର କୁମାର ବେହେରା 

ଜିତିପୁର ,ହରିପୁର ହାଟ ,ଯାଜପୁର 

 

Related posts

ଅବହେଳିତ ଲମତାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ:ନା ସାମିଲ ହୋଇଥିଲା ରଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ରେ ନା ଏବେ ବହୁ ଚର୍ଚ୍ଚିତ 5ଟି ରେ

Sunil Chandra Nayak

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

ରାମକୃଷ୍ଣ ହାଇସ୍କୁଲ ରେ ଜାତୀୟ କ୍ରୀଡା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort