ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡା ରେ ଯୁବକର ମୃତ୍ୟୁ 

ପାପଡାହାଣ୍ଡି,08/10, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ଚୁଇଁମାଟିଗୁଡା ଗ୍ରାମରେ ସାପ କାମୁଡାରେ ଶନିବାର ଜଣେ ଯୁବକଙ୍କର ମୃତ ହୋଇଛି | ମୃତ ଯୁବକ ଗ୍ରାମର ଲଛମନ ଗୌଡ଼ ଙ୍କ ପୁଅ ଜଗଦାନ ଗୌଡ଼ (22) ବୋଲି ଜଣାପଡିଛି | ସୂଚନା ଅନୁଯାୟୀ ଜଗଦାନ ଗୌଡ଼ ଦିନ 11 ଟା ସମୟରେ ନିଜ ଚାଷ ଜମିରେ କାମ କରିବାକୁ ଯାଇଥିଲେ | ଚାଷ କାମ କରୁଥିବା ସମୟରେ ଏକ ବିଷ ଧର ସାପ କାମୁଡି ଦେଇଥିଲା | ଜଗଦାନ ଏହା ଜାଣିବା ପରେ ଘର କୁ ଫେରି ସାପ କାମୁଡିବା ଖବର ପରିବାର ଲୋକଙ୍କୁ ଜଣେଇଥିଲେ | ପରିବାର ଲୋକ 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ସେହି ସମୟରେ ଆମ୍ବୁଲାନ୍ସ ଉପଲୋବ୍ଧ ନଥିଲା ଚିକିତ୍ସା ହୋଇନପାରିବାରୁ ଦିନ 12 ଘଣ୍ଟା ସମୟରେ ଜଗଦାନ ମୃତ ଘଟିଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଏଣିକି ଏଟିଏମରେ ମିଳିବ ରାସନ, ଭୁବନେଶ୍ୱରରୁ ଆରମ୍ଭ ହେବ ବ୍ୟବସ୍ଥା

Sunil Chandra Nayak

ମଧ୍ୟପ୍ରଦେଶ ସରକାର ପ୍ରତିନିଧି ଦଳ ଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା

Sunil Chandra Nayak

ସାଇକେଲ ଆରୋହୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ରାସ୍ତା ଅବରୋଧ ନେଇ ପୋଲିସ ଓ ପ୍ରଶାସନକୁ ଦୁର୍ବ୍ୟବହାର ମାମଲାରେ ୭ ଜଣ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!